Advertisment

ଖୁବଶୀଘ୍ର ଭାରତ ହେବାକୁ ଯାଉଛି ବିଶ୍ବର ତୃତୀୟ ବୃହତ ଆର୍ଥିକ ଶକ୍ତି

ଖୁବଶୀଘ୍ର ଭାରତ ହେବାକୁ ଯାଉଛି ବିଶ୍ବର ତୃତୀୟ ବୃହତ ଆର୍ଥିକ ଶକ୍ତି। ଆଜିଠୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କରି କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ଓ ସଫଳତାର ଲମ୍ବା ତାଲିକା ଉପସ୍ଥାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

President Droupadi Murmu Economy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ