Advertisment

ବଜେଟ୍ ପୂର୍ବରୁ ସୁନା ଦରରେ ଲାଗିଛି ନିଆଁ

ବଜେଟ୍ ପୂର୍ବରୁ ସୁନା ଦରରେ ଲାଗିଛି ନିଆଁ। ମାସକ ମଧ୍ୟରେ ସୁନା ୧୦ ଗ୍ରାମ ପ୍ରତି ୬ ହଜାର ଟଙ୍କା ବଢିଲାଣି। ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୭ ହଜାର ୪ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।

Gold Prices Gold Price In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ