Advertisment

ଗାଡି ମାଇଲେଜ କମୁଛି କି ? ଜାଣନ୍ତୁ ଅସଲ ସତ

କମିଯ।ଉଛି କି ଆପଣଙ୍କ ଗ।ଡ଼ିର ମ।ଇଲେଜ୍ ? ଶୀଘ୍ର ଖର।ପ ହେଉଛି କି ଇଞ୍ଜିନ ? ଗ।ଡିର ମେଣ୍ଟ।ନ।ନ୍ସ ବି ବଢୁଛି ? ଗାଡ଼ିରେ ଅଧିକ ତେଲ ପକାଇବାକୁ ନେଇ ଚିନ୍ତାରେ ଅଛନ୍ତି କି ? ଏହ।ର କ।ରଣ ହୋଇପ।ରେ ଆପଣ ପକ।ଉଥିବ। ପେଟ୍ରୋଲ । ତୈଳ ଆମଦ।ନୀ ଖର୍ଚ୍ଚ କମ।ଇବ।କୁ ଇ୨୦ ପେଟ୍ରୋଲ ବିକୁଛନ୍ତି ଭ।ରତ ସରକ।ର । ଆଉ ଏହି ପେଟ୍ରୋଲ ପକ।ଇଲେ କମିଯ।ଉଛି ଗ।ଡିର ମ।ଇଲେଜ୍ । ଗ।ଡି ଇଞ୍ଜିନ ବି ଖର।ପ ହେଉଥିବ। ଅଭିଯୋଗ ହେଉଛି

ଅଦ୍ୟତନ ହୋଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ