Advertisment

Video: ବଜାରରେ ମିଳୁଛି ନକଲି ସୁନା

ରାଜ୍ୟରେ ୫ଟି ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା । ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Advertisment

ସୁନା କିଣୁଥିଲେ ସତର୍କ ହୁଅନ୍ତୁ । କାରଣ ବଜାରରେ ମିଳୁଛି ନକଲି ସୁନା । ହଲ୍ ମାର୍କ ଲୋଗୋ ଲଗାଇ ବି ଡୁପ୍ଲିକେଟ୍ ସୁନା ବିକ୍ରି କରୁଛନ୍ତି ଦୋକାନୀ । ରାଜ୍ୟରେ ୫ଟି ଅଳଙ୍କାର ଦୋକାନ ନକଲି ସୁନା ବିକ୍ରି କରୁଥିବା ବେଳେ ଧରା ପଡ଼ିଥିବା ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ। ନକଲି ହଲମାର୍କ ପାଇଁ ୪ଟି ଜୁଏଲର୍ସର ଲାଇସେନ୍ସ ବାତିଲ ହୋଇଥିବା ବେଳେ ଗୋଟିଏ ଅଳଙ୍କାର ଦୋକାନ ନାଁରେ ମାମଲା ହୋଇଛି ।

Advertisment
Gold Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ