Ram Mandir
Advertisment
ଉତ୍ସାହିତ ଭକ୍ତ । ଜାନୁଆରୀ ୨୨ ତାରିଖ ଯେତିକି ଯେତିକି ପାଖେଇ ଆସୁଛି ରାମଲାଲାଙ୍କ ଭକ୍ତଙ୍କ ଭିତରେ ଉତ୍କଣ୍ଠା ସେତିକି ସେତିକି ବଢିବାରେ ଲାଗିଛି । ଏହି ଅବସରରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ୧୬ ତାରିଖରୁ ଆରମ୍ଭ ହେବ କାର୍ଯ୍ୟକ୍ରମ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us