Advertisment

ପ୍ରାଣପ୍ରତିଷ୍ଠା ପରେ ବଦଳି ଯାଇଛନ୍ତି ଶ୍ରୀରାମଙ୍କ ମୁଖମଣ୍ଡଳ

ଅରୁଣ ଯୋଗୀରାଜ କହିଛନ୍ତି, ୭ ମାସ ଧରି ବିଗ୍ରହକୁ ନିର୍ମାଣ କଲି, ବିଗ୍ରହ ଗର୍ଭଗୃହରେ ସ୍ଥାନିତ ହେବା ପୂର୍ବରୁ ଏବଂ ସ୍ଥାନିତ ହେବାଯାଏଁ ୧୦ ଦିନ ବିତାଇଲି ।

Advertisment

ପ୍ରାଣପ୍ରତିଷ୍ଠା ପରେ ବଦଳି ଯାଇଛନ୍ତି ବାଳ ଶ୍ରୀରାମ । ପଥରରେ ପ୍ରାଣ ସଂଚାର ପରେ ବଦଳି ଯାଇଛି ମୁଖମଣ୍ଡଳ । ବଦଳି ଯାଇଛି ସୌନ୍ଦର୍ଯ୍ୟ, ବଦଳିଯାଇଛି ରୂପକାନ୍ତି । ପରିବର୍ତ୍ତନ ଏମିତି, ଯେ ଖୋଦ୍ ବିଗ୍ରହ ନିର୍ମାତା ବି ଆଶ୍ଚର୍ଯ୍ୟ । ନିଜ ନିର୍ମାଣର ଏ ପରିବର୍ତ୍ତିତ ରୂପରେ ନିଜେ ଚକିତ ନିର୍ମାତା । ଏମିତିକି ନିଜ ହାତରେ ଗଢ଼ିଥିବା ମୂର୍ତ୍ତିକୁ ଏବେ ଚିହ୍ନିବାକୁ ବି ଅସମର୍ଥ ବୋଲି କହିଛନ୍ତି ସ୍ଥପତି ଅରୁଣ ଯୋଗୀରାଜ ।

Advertisment
Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ