Pran Pratistha Utsav grips Odisha
Advertisment
ଆଜି ଧନ୍ୟ ହୋଇଗଲା ଜୀବନ...ଦିବ୍ୟ ଦର୍ଶନରେ ପୁରି ଉଠୁଛି ମନ ଆଉ ପ୍ରାଣ...ଆଜି କେହି ରୋକିପାରିବେନି ଏହି ଖୁସିର ଲୁହକୁ...ଆଜି କେହି ଅଟକାଇପାରିବେନି ଏହି ଭାବ ଆଉ ଆବେଗକୁ। ସନାତନ ସଂସ୍କୃତିର ରକ୍ଷା ପାଇଁ ଯେଉଁ ଅଯୋଧ୍ୟାକୁ ଯାଇ ନିର୍ଯାତନାର ପାହାର ସହିବାକୁ ପଡ଼ିଥିଲା ୯୦ ଦଶକରେ, ଆଜି ତାହା ସାର୍ଥକ ହୋଇଛି। ବୟସର ଅପରାହ୍ନରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ଦୃଶ୍ୟକୁ ଟିଭିରେ ଦେଖି ଲୁହ ଛଳଛଳ ନୀଳଗିରିର କରସେବକ ସନାତନ ନନ୍ଦ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us