Advertisment

ରାମମନ୍ଦିର ପ୍ରତିଷ୍ଠା ଦିନ ବି ରାଜ୍ୟରେ ସରକାରୀ ଛୁଟି ଘୋଷଣା ପାଇଁ ଉଠିଲା ଦାବି

ଏବେ ସୁଦ୍ଧା ୭ଟି ରାଜ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମଦ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ପରି ରାମମନ୍ଦିର ପ୍ରତିଷ୍ଠା ଦିନ ବି ରାଜ୍ୟରେ ସରକାରୀ ଛୁଟି ଘୋଷଣା ପାଇଁ ଉଠିଲା ଦାବି। ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଖାଲି ଛୁଟି ନୁହେଁ ସେହିଦିନ ରାଜ୍ୟରେ ମଦ ବିକ୍ରି ବନ୍ଦ ଲାଗି ମଧ୍ୟ ଦାବି କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ। ଏବେ ସୁଦ୍ଧା ୭ଟି ରାଜ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମଦ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ