Ram Mandir
Advertisment
#୫ଶହ_ବର୍ଷର_ପ୍ରତୀକ୍ଷା_ ୮୪_ସେକେଣ୍ଡରେ_ଶେଷ
୫ ଶହ ବର୍ଷର ପ୍ରତୀକ୍ଷା ୮୪ ସେକେଣ୍ଡରେ ଶେଷ । ଏ ହେଉଛି ସେହି ଶ୍ରୀରାମ ଜନ୍ମଭୂମିର କାହାଣୀ । ଯେଉଁଠାରେ ପ୍ରତିଷ୍ଠିତ ହୋଇଛି ଭବ୍ୟ ରାମ ମନ୍ଦିର । ଦୀର୍ଘ ବର୍ଷର ବିବାଦର ଘନଘଟା ଭିତରେ ଆଜି ସଫଳ ହୋଇଛି ଏହି ଉଦ୍ଦେଶ୍ୟ । ଏ କାହାଣୀ ଆରମ୍ଭ ହୋଇଥିଲା ୧୫୨୮ରୁ...ଯେତେବେଳେ ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି କୁହାଯାଉଥିବା ସ୍ଥାନରେ ନିର୍ମାଣ ହୋଇଥିଲା ବାବ୍ରି ମସଜିଦ୍ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us