Advertisment

ୟୁଟ୍ୟୁବର୍‌ଙ୍କୁ ଗିଳିଦେଲା ଡୁଡୁମା!

ହାତରେ କ୍ୟାମେରା ଧରି ଯାଇଥିଲେ ପ୍ରକୃତିର ସୌନ୍ଦର୍ଯ୍ୟଙ୍କୁ କଏଦ୍‌ କରିବାକୁ। କ୍ରିଏଟ୍‌ କରୁଥିଲେ ନୂଆ କଣ୍ଟେଣ୍ଟ। ୟ୍ୟୁଟବ୍‌ ଚ୍ୟାନେଲ ପାଇଁ କରୁଥିଲେ ସୁଟିଂ। ଜଳ ପ୍ରପାତ ମଝିରେ ଠିଆ ହୋଇ କରୁଥିଲେ ଭିଡିଓ। ଡ୍ରୋନ୍‌ କ୍ୟାମେରାରେ ଝରଣାର ସୁନ୍ଦରତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଥିଲେ। ଏତିକି ବେଳେ ହଠାତ୍‌ ମାଡି ଆସିଲା ପାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ