Accident
Advertisment
ପୁଣି ଜଳପ୍ରପାତରେ ଗାଧୋଇବା ହେଲା କାଳ। ସାଙ୍ଗଙ୍କ ସହ ଗାଧଉ ଗାଧଉ ଚାଲି ଯାଇଛି ଜୀବନ। ଆଖି ପିଛୁଳାକେ ଟାଣି ନେଇଛି ପାଣି। ଯୁବକଙ୍କୁ ବୁଡ଼ାଇ ମାରିଛି ଦେଓଝର ଜଳପ୍ରପାତ। ପ୍ରତି ବର୍ଷ ଜଳପ୍ରପାତରେ ବୁଡ଼ି ଅନେକ ଲୋକ ନିଖୋଜ ହେଉଛନ୍ତି ତ ଆଉ କାହାର ଜୀବନ ଯାଉଛନ୍ତି। ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ସୁଦ୍ଧା ଚେତୁ ନାହାନ୍ତି ଯୁବପିଢ଼ି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us