Kendrapara
Advertisment
ମା’ କୋଳ ଖାଲି କରିଦେଲା ଅନଲାଇନ୍ ଗେମ୍। କାଳ ସାଜି ମା’ଠୁ ଛଡାଇ ନେଲା ପୁଅକୁ। ଚାଲିଗଲା ଘରର ଏକମାତ୍ର କୁଳନନ୍ଦନ। ଏବେ ପୁଅକୁ ଝୁରି ହେଉଛି ମା’। ଆଖି ଆଗରେ ପୁଅର ମୃତ ଦେହକୁ ଦେଖି ମା’ ପାଟିରୁ କଥା ବାହାରୁନି। ସେପଟେ ବାପାଙ୍କ ଅବିସ୍ଥା ବି ସମାନ। ୧୮ ବର୍ଷର ଭେଣ୍ଡିଆ ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର, କାନ୍ଦୁଛନ୍ତି ସାହି ପଡିଶା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us