By: Manoranjan Behera
Last updated: 05 June 2023, 01:30 PM IST
ଆଉ ୬ ଦିନ ଯାଇଥିଲେ ହୋଇଥାନ୍ତା ପ୍ରଥମ ବିବାହ ବାର୍ଷିକୀ । ଝିଅ ଦେହ ଖବର ପାଇଁ ଘରକୁ ଆସୁଥିଲେ । ବାପ ଛେଉଣ୍ଡ ହୋଇଗଲା ଦେଢ ମାସର ଶିଶୁ କନ୍ୟା।