By: Sarbeswar
Last updated: 28 May 2023, 09:23 PM IST
ହାତରୁ ମେହେନ୍ଦି ଲିଭିନି, କାନ୍ଥରୁ ଶୁଭ ବିବାହର ଲେଖା ବି ଲିଭିନି କିନ୍ତୁ ଲିଭିଗଲା ଭାବିଥିବା ଅନେକ ସ୍ୱପ୍ନ। ସଂସାର ଗଢୁ ଗଢୁ କେଇଟା ଦିନରେ ଉଡୁଜିଗଲା ସଂସାର। ୩ ମାସର ବିବାହ ନପୁରୁଣୁ ଆର ପାରିକୁ ଚାଲିଗଲେ ସ୍ୱାମୀ।