Advertisment

Jaguarfighterjetcrash: ସରିଥିଲା ନିର୍ବନ୍ଧ, ବିମାନ ଦୁର୍ଘଟଣାରେ ଗଲାଜୀବନ

ମାର୍ଚ୍ଚରେ ସରିଥିଲା ନିର୍ବନ୍ଧ। ନଭେମ୍ବରରେ ବାଜିଥାନ୍ତା ଶାହାନାଇ। ପଡିଥାନ୍ତା ହାତଗଣ୍ଠି। ହାତକୁ ଦି ହାତ ହୋଇଥାନ୍ତେ ପାଇଲଟ ସିଦ୍ଧାର୍ଥ। ବାହା ହୋଇ ନିଜ ସ୍ୱପ୍ନର ନାୟିକାକୁ ଘରୁ ଆଣିବେ। ନୂଆ କରି ସାଂସର ଗଢ଼ିବେ। ଏଭଳି ଅନେକ ସ୍ୱପ୍ନ ଦେଖିଥିଲେ। ହେଲେ ଭାଙ୍ଗିଗଲା ସବୁ ସ୍ୱପ୍ନ। ସବୁକିଛି ଆଖି ପିଛୁଳାକେ ହୋଇଗଲା ଧୂଳିସାତ୍। ବାହା ବେଦିରେ ବସିବା ପୂର୍ବରୁ ଉଠିଲା କୋକେଇ।

Air India Express Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ