Berhampur Accident
Advertisment
ବଡ ଭଉଣୀର ବାହାଘର ଥିଲା, ଭିଣୋଇଙ୍କଠାରୁ କେତେ କଣ ଡିମାଣ୍ଡ ନେଇଥିଲା ଶାଳୀ । ବାହାଘର ସରିବା ପରେ ଖାଇପିଇ ଘରକୁ ଫେରୁଥିଲେ । ବସ୍ରେ କଥା ହେଉଥିଲେ ସକାଳୁ କେତେ କଣ କିଣିବେ ବୋଲି...ହେଲେ ବାଟରେ ରାସ୍ତାରେ ଜଗିଥିଲା ଯମ...ମାତ୍ର କେଇ ଘଂଟା ପୂର୍ବରୁ ହାତ ଗଣ୍ଠି ଫିଟାଇ ଥିଲେ, ୨ ଘଂଟା ପରେ ପ୍ରାଣ ନେଇଗଲା ଯମ । ଏବେ କାନ୍ଦବୋବାଳିରେ ଫାଟି ପଡୁଛି ପୂରା ପରିବେଶ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us