""
ଦୁର୍ଘଟଣା Videos ରୋଗ ଦାଉରୁ ବଳିଗଲା ଦୁର୍ଘଟଣା, ହାତ ଧରାଧରି ହୋଇ ଚାଲିଯିବେ ଦମ୍ପତି କିଏ ଜାଣିଥିଲା ରୋଗ ଦାଉରୁ ବଳିଯିବ ଦୁର୍ଘଟଣା । ଆଉ ଏମିତି ଏକାଥରେ ହାତ ଧରାଧରି ହୋଇ ଚାଲିଯିବେ ଦମ୍ପତି । କ୍ୟାନସର ସିନା ମନୋବଳ ଭାଙ୍ଗିଦେଇଥିଲା । ହେଲେ ଏହି କରୁଣ ଦୁର୍ଘଟଣା ନେଇଗଲା ଉଭୟଙ୍କ ଜୀବନ । 06 Jul 2024 11:20 ISTPallipuspa Samal Follow UsAccidentAdvertisment Read More Road Accident