Advertisment

କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ, ଓଲଟିପଡ଼ିଲା ଏକାଧିକ ବଗି

ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା । ଓଲଟିପଡ଼ିଲା ଏକାଧିକ ବଗି । ଅନେକ ଲୋକ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ବାହାନଗା ଷ୍ଟେସନ୍ ନିକଟରେ । ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ଟି କରମଣ୍ଡଳ ଏକ୍ସପ୍ରେସ ବୋଲି ସୂଚନା ରହିଛି । ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିବା ଜଣାପଡ଼ିଛି । କରମଣ୍ଡଳର ଅନେକ ବଗି ଓଲଟି ପଡ଼ିଛି । ଦୁର୍ଘଟଣାରେ ଅନେକ ଯାତ୍ରୀ ଗୁରୁତର ହୋଇଥିବା ସୂଚନା । ଅନେକ ଯାତ୍ରୀ ଟ୍ରେନ୍ ତଳେ ଚପି ରହିଥିବା ମଧ୍ୟ ଖବର ରହିଛି । ଏହାସହ ଅନେକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସୁଛି ।

ଅଦ୍ୟତନ ହୋଇଛି

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ