ଚୋର ତ ଚୋର ଆପଣ ଏମାନଙ୍କୁ ସାହାସୀ ଚୋର କହିପାରିବେ । କାରଣ ଏମାନେ ଏମିତି ସେମିତି ନୁହେଁ ବରଂ ବଡ଼ ବିଦ୍ୟୁତ ସମ୍ପର୍ଣ୍ଣ ୧୧ କେଭି ତାର ଓ ଟ୍ରାନ୍ସଫରମରକୁ କରୁଥିଲେ ଟାର୍ଗେଟ୍।
ପୋଲିସ ଗାଡ଼ିକୁ ଲିଫ୍ଟ ମାଗି ଫସିଗଲେ ଲୁଟେରା। ଫସର ଫାଟିଗଲା ସବୁ ଚାଲାକି। ଜବତ ହେଲା ୩ କୋଟି ୫୧ ଲକ୍ଷ ଟଙ୍କା ।
ଦେଶର ମଧ୍ୟବିତ୍ତ ମହିଳାଙ୍କ ପାଇଁ ୨୦୨୫ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି l
ସଂଗଠନ ସମ୍ଭାଳିବାକୁ ନବୀନ ଦେଲେନି ଦାୟିତ୍ୱ ! ବିଜେଡି ସଂଗଠନ ସମ୍ପାଦକ ପଦରୁ ହଟିବା ପରେ ବବିଙ୍କୁ ନବୀନଙ୍କ ଡବଲ ଝଟକା l ବବିଙ୍କ ଉପରେ ନବୀନଙ୍କ ଭରସା ଅଛି ହେଲେ ଆଉ ଆଗପରି ନାହିଁ ବିଶ୍ୱାସ l
ଆର୍ଥିକ ବିକାଶ ଲାଗି କୃଷି, MSME, ପୁଞ୍ଜିନିବେଶ ଓ ରପ୍ତାନି ଭଳି ୪ଟି ଦିଗକୁ ଗ୍ରୋଥ୍ ଇଞ୍ଜିନ୍ ବା ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ବିବେଚନା କରିଛନ୍ତି ସରକାର। ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଘୋଷଣା ହୋଇଥିବା ବେଳେ ଯୁବକଙ୍କୁ MSME ଦ୍ବାରା ଅଧିକ ନିଯୁକ୍ତି ଦେବା ନେଇ ହୋଇଛି ବ୍ୟବସ୍ଥା।
ବରିଷ୍ଠ ନାଗରିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ଲାଗି ଟ୍ୟାକ୍ସ ଡିଡକ୍ସନକୁ 50 ହଜାରରୁ ଡବଲ୍ କରି ଲକ୍ଷେ ଟଙ୍କା କରିଛନ୍ତି ଅର୍ଥମନ୍ତ୍ରୀ। ଏମିତିକି ପୂର୍ବରୁ ବାର୍ଷିକ 2 ଲକ୍ଷ 40 ହଜାର ଟଙ୍କାର ଘରଭଡ଼ା ଉପରେ TDS ଲାଗୁଥିବା ବେଳେ ଏହାକୁ 6 ଲକ୍ଷ ଟଙ୍କାକୁ ବଢ଼ାଯାଇଛି।
କେନ୍ଦ୍ର ସରକାର କୋବାଲ୍ଟ, ଲିଥିୟମ୍-ଆୟନ୍ ବ୍ୟାଟେରୀ ସ୍କ୍ରାପ୍, ସୀସା, ଜିଙ୍କ୍ ଏବଂ ଅନ୍ୟାନ୍ୟ ୧୨ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରୁ ମୌଳିକ ସୀମା ଶୁଳ୍କ (Basic Customs Duty) ହଟାଇ ଦେଇଛନ୍ତି ।
ପୋଲିସକୁ ଲିଫ୍ଟ ମାଗି ଫସିଗଲେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୨ ସଦସ୍ୟ। ଯାହାଙ୍କୁ ଧରି ସବୁ ତଥ୍ୟ ଉଗାରିବା ପରେ ଜଙ୍ଗଲ ଭିତରୁ ପୁଳା ପୁଳା ନୋଟକୁ ଜବତ କରିଥିଲା କଳାହାଣ୍ଡି ପୋଲିସ। କେମିତି ଥିଲା ପୂରା ଘଟଣା, ଆସନ୍ତୁ ଜାଣିବା...
ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୭ ହଜାର ୪ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।
ବଜେଟ୍ ପୂର୍ବରୁ ସୁନା ଦରରେ ଲାଗିଛି ନିଆଁ। ମାସକ ମଧ୍ୟରେ ସୁନା ୧୦ ଗ୍ରାମ ପ୍ରତି ୬ ହଜାର ଟଙ୍କା ବଢିଲାଣି। ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୭ ହଜାର ୪ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।
ଖୁବଶୀଘ୍ର ଭାରତ ହେବାକୁ ଯାଉଛି ବିଶ୍ବର ତୃତୀୟ ବୃହତ ଆର୍ଥିକ ଶକ୍ତି। ଆଜିଠୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କରି କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ଓ ସଫଳତାର ଲମ୍ବା ତାଲିକା ଉପସ୍ଥାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
କେବେ ହତ୍ୟା ତ କେବେ ଚୋରି, କେବେ ଡକାୟତି ତ କେବେ ଭିଭିଆଇପିଙ୍କ ସୁରକ୍ଷାରେ ତ୍ରୁଟି। ବର୍ଷ ଆରମ୍ଭରୁ ଭୁବନେଶ୍ବରର ଛାତି ଉପରେ କ୍ରମାଗତ ଅପରାଧ ଘଟିବା ଏବଂ ସଂପୃକ୍ତ ଅପରାଧୀ ଧରା ନପଡ଼ିବା ସମସ୍ତଙ୍କ ମନରେ ଆତଙ୍କ ବଢ଼ାଇଛି। ସାମଗ୍ରିକ ଘଟଣାକୁ ଦେଖିଲେ, କମିଶନରେଟ୍ ପୋଲିସର ଦାୟିତ୍ବକୁ ନେଇ ଉଠିଛି ନାନା ପ୍ରଶ୍ନ।
କାଲି ଖୋଲିବ ଅର୍ଥମନ୍ତ୍ରୀଙ୍କ ବଜେଟ ପେଡ଼ି। ଦରଦାମ ବୃଦ୍ଧିରେ ଅତିଷ୍ଠ ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡରୁ ଆଶ୍ବସ୍ତି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିପାରନ୍ତି ବଡ ଘୋଷଣା।
ସଂସଦ ବାହାରେ ଶସ୍ତା ମନ୍ତବ୍ୟ ଦେଇ ଫସିଲେ ସୋନିଆ ଗାନ୍ଧି। ରାଷ୍ଟ୍ରପତିଙ୍କୁ ପୁଅର ଲେଡି, ଅଭିଭାଷଣ ରଖିବା ବେଳେ ସେ ଥକି ପଡ଼ିଥିବା ଏବଂ ଆଦୌ କହିପାରୁ ନଥିବା ଭଳି ମନ୍ତବ୍ୟ ପରେ ସୋନିଆଙ୍କୁ ଘେରିଛି ବିଜେପି। ସେପଟେ ରାଷ୍ଟ୍ରପତି ଭବନ ପକ୍ଷରୁ ସୋନିଆଙ୍କ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ବିବୃତ୍ତି ଜାରି ହୋଇଛି।
ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଥିଲେ ଆଜିଠାରୁ ହୋଇଯାଆନ୍ତୁ ସାବଧାନ। ବିଶୁଦ୍ଧ ଜଳ ଭାବି ଆପଣ ଯାହାକୁ ପିଉଥାନ୍ତି, ତାହା ସହଜରେ ଜହର ସାଜି ହୃଦୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ !
ନିଶାରେ ଚୁର୍ ବାପା... ନିଶାରେ ଚୁର୍ ବି ମା’... ପୂରା ପରିବାରକୁ ନିଶାଦେଇ ଶୁଆଇଦେଲା ନାବାଳିକା ଝିଅ । ପରେ ପ୍ରେମିକ ସହ ଫେରାର ମାରିଲା ନାବାଳିକା ଝିଅ । ପ୍ରେମିକର ପ୍ରରୋଚନାରେ ନିଜ ପରିବାର ଲୋକଙ୍କୁ ନିଶାଦେଇ ଘରୁ ଫେରାର ହୋଇଯାଇଛି ଜଣେ ୧୩ ବର୍ଷର ଝିଅ
କଳାହାଣ୍ଡିର କଳା ମାଟିରେ ତିଆରି ହୋଇଛି ବାରବାଟୀର ପିଚ୍ । ଏହି ବ୍ଲାକ ସଏଲ ଯୋଗୁଁ ବାରବାଟୀରେ ଦେଖିବାକୁ ମିଳିବ ହାଇସ୍କୋରିଂ ମ୍ୟାଚ । ଏହି ପିଚକୁ ବ୍ୟାଟ୍ସମ୍ୟାନ ଫ୍ରେଣ୍ଡଲି ବୋଲି କୁହାଯାଏ । ପିଚ ଠାରୁ ୩୦ ୟାର୍ଡ ଅଞ୍ଚଳରେ ଏହି ଖତକୁ ପକାଯାଇଛି । ସେପଟେ ମ୍ୟାଚଟି ଦିବା ରାତ୍ର ହୋଇଥିବାରୁ ସଂନ୍ଧ୍ୟା ପରେ ପଡୁଥିବା କାକର ଯେମିତି ସମସ୍ୟା ସୃଷ୍ଟି ନ କରେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି।
ପ୍ରେମିକା ପ୍ରେମରେ ପ୍ରତାରଣା ପାଇବା ପରେ ଜଣେ ନୀରିହ ଝିଅକୁ ବିଷ ଦେଇ ଦେଇଛି । ନିର୍ବନ୍ଧ ସରିବା ପରେ କୋଲ୍ଡିଂସରେ ବିଷ ମିଶାଇ କନ୍ୟାକୁ ପିଆଇ ଦେଇଛି । ଆଉ ସେ ସବୁ କଥାକୁ ନିଜ ମୁହଁରେ ଗୋଟି ଗୋଟି ମାନୁଛି ।
ପ୍ରତିବର୍ଷ ବଜେଟ୍ ଆସିଲେ ଆୟକର ଛାଡ଼ ସୀମା ଓ ରିହାତି ବୃଦ୍ଧି ପାଇଁ ଆଶା ରଖିଥାନ୍ତି ବେତନଭୋଗୀ ଓ ମଧ୍ୟବିତ୍ତ। ଏଥର ମଧ୍ୟ ନୂଆ ରେଜିମରେ ବାର୍ଷିକ ଟ୍ୟାକ୍ସ-ଫ୍ରି ଇନକମ୍ ଲିମିଟକୁ ୭ ଲକ୍ଷରୁ ୧୦ ଲକ୍ଷକୁ ବଢ଼ାଇବା ପାଇଁ ଦାବି ହେଉଛି।
ପୁଣି ବଢିଲା ରାସନ କାର୍ଡ e-KYC ଅପଡେଟ୍ ଡେଡଲାଇନ୍। ପୂର୍ବ ଘୋଷିତ ଶେଷ ତାରିଖକୁ ଆଉ ଥରେ ବଢାଇଲେ ରାଜ୍ୟ ସରକାର। ରାସନକାର୍ଡ ହିତାଧିକାରୀଙ୍କୁ ନୂଆ କାର୍ଡ ଦେବା ପୂର୍ବରୁ ପୂର୍ବ ନିର୍ଦ୍ଧାରିତ ଡେଡଲାଇନ୍ ଜାନୁଆରୀ ୩୧କୁ ଆସନ୍ତା ଫେବ୍ରୁଆରୀ ୧୫ ଯାଏଁ ବୃଦ୍ଧି ଘୋଷଣା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ରାଜ୍ୟରେ ପୁଞ୍ଜି ବର୍ଷା କଲା ମୋଦି ଗ୍ୟାରେଣ୍ଟି । ଆଶାଠାରୁ ୩ ଗୁଣା ଭରିଗଲା ମୋହନଙ୍କ ଅଣ୍ଟି । ନୂଆ ଇତିହାସ ରଚିଲା ଉତ୍କର୍ଷ ଓଡ଼ିଶା । ଭିଡ଼ିଲା ୧୬ ଲକ୍ଷ ୭୩ ହଜାର କୋଟିର ନିବେଶ ଆଗ୍ରହ ।
ବିଜେଡି VS ବିଜେଡି । ବ୍ରହ୍ମପୁର ବିଜେଡିରେ ବଡ଼ ଗୋଷ୍ଠୀ କନ୍ଦଳ । ପାଟିତୁଣ୍ଡ ଏବେ ଗଣ୍ଡଗୋଳ ମୁହାଁ ହୋଇ, ମହାନଗର ନିଗମ ଅଫିସରୁ ଜିଲ୍ଲାପାଳଙ୍କ ପାଖକୁ ଗଲା ।
ପେପର୍ କପ୍ରେ ଆପଣ ଚା’ କିମ୍ବା କଫି ପିଉଥିଲେ ଆଜିଠାରୁ ହୋଇଯାଆନ୍ତୁ ସାବଧାନ। ଏକଥା ଆମେ କହୁନୁ, ଗବେଷକମାନେ ଚମକାଇ ଦେଲା ଭଳି ଏମିତି ମତ ଦେବା ପରେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି।
ଦୀପାଲି ଚିଠିରେ ଲେଖୁଛନ୍ତି କ’ଣ ? ବିତିଲାଣି ୧୫ ଦିନ । ଆହୁରି ଦରକାର ଦୁଇ ସପ୍ତାହ । ବାପାଙ୍କ ହତ୍ୟାକାରୀକୁ ଖୋଜିବାକୁ ଚାହୁଁନାହାନ୍ତି କି ଦୀପାଲି ? ନା ନେତାଙ୍କ ବିବୃତି ବାଧ୍ୟ କରୁଛି CBI ତଦନ୍ତ ଚିଠି ଲେଖିବାକୁ ।
ନବୀନଙ୍କ ରେକର୍ଡ ଭାଙ୍ଗିଲେ ମୋହନ । ୨୪ ବର୍ଷର ସରକାରଙ୍କ ସତ ପଡ଼ିଲା ପଦାରେ । ୮ ମାସର ସରକାର ଦେଲା ଓଡ଼ିଶା ପାଇଁ ନୂଆ ସୁଯୋଗ । ଉତ୍କର୍ଷ ଓଡିଶା ସମ୍ମିଳନୀ ମୋହନ ଆଣିଲେ ବିରାଟ ସଫଳତା ।