• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Politics Heats Up Over Honoring Legendary Personalities
ବିଜୁ ଲିଗାସୀ କାଉଣ୍ଟର ପାଇଁ ମହତାବ୍ କାର୍ଡ ଖେଳୁଛି କି ଶାସକ ବିଜେପି

ବିଜେପି କହିଛି ବିଜେଡି ସରକାରରେ ଥିବା ବେଳେ ବରପୁତ୍ରମାନଙ୍କୁ ସମ୍ମାନ ଦେଉନଥିଲା, ଆମେ ସେ ଧାରାରୁ ବାହାରକୁ ଆସୁଛୁ । ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି, ବିଜୁ-ମହତାବଙ୍କୁ ନେଇ ରାଜନୀତି ନହେଉ। 

  • Friday, 22 November 2024
Actor Manoj Mishra & Bobby Islam Clash Intensifies
ସୀମା ଟପିଗଲା ଅସଭ୍ୟ ଆଚରଣ, ରାସ୍ତା ଉପରେ ଗଣ୍ଡଗୋଳ କଲେ ସିନେମା ଷ୍ଟାର୍

ପୂର୍ବ ବିବାଦକୁ ସମାଧାନ କରିବାକୁ ଯାଇ ଏବେ ବିବାଦ ଜଟିଳ ମୋଡ଼ ନେଇଛି । 

  • Friday, 22 November 2024
Bhubaneswar Air Quality Has Also Experience Deterioration
ଓଡ଼ିଶା ବାୟୁ ବି ପ୍ରଦୂଷିତ 

ଏକଥା ଶୁଣି ରାଜଧାନୀବାସୀ ଛାନିଆ ହୋଇଥିବାବେଳେ ଗଭୀର ଚିନ୍ତା ପ୍ରକଟ କଲେଣି ପରିବେଶବିତ୍ । 

  • Friday, 22 November 2024
Adani Group ‘bribe’ row sparks political slugfest in Odisha
ସୌରଶକ୍ତି ଯୋଗାଣ ଚୁକ୍ତି ଲାଗି ଓଡ଼ିଶାର ସରକାରୀ ଅଧିକାରୀଙ୍କୁ ଆଦାନୀ ଦେଇଛି ମୋଟା ଅଙ୍କର ଲାଞ୍ଚ

ବିଜେଡି ସରକାର ଅମଳର କିଏ ସେ ଅଧିକାରୀ, କେଉଁ ମନ୍ତ୍ରୀଙ୍କ ସମୟରେ ହୋଇଛି ଏତେବଡ଼ ଲାଞ୍ଚ କାରବାର ତାକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । 

  • Friday, 22 November 2024
ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧନ୍ୟାୟିକ ବ୍ୟବସ୍ଥା
ରାଜ୍ୟରେ ଏକ ପ୍ରକାର ଅଚଳ ହୋଇ ପଡିଛି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା !

ରାଜ୍ୟର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧନ୍ୟାୟିକ ସଂସ୍ଥାରେ ମାସ ମାସ ଧରି ଅଧ୍ୟକ୍ଷ ପଦବୀ ଖାଲି ପଡିବା ପରେ ଏବେ ଦେଖାଦେଇଛି ଏମିତି ଅଚଳାବସ୍ଥା।

  • Friday, 22 November 2024
ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ବିଜେଡି ?
ହିମାଂଶୁଙ୍କ ଉପରେ ଆକ୍ରମଣକୁ ନେଇ ହଇଚଇ

ଯାଜପୁର ବୁଢ଼ାପୋଲ ଛକ ଉପରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ପଛର କାରଣ କ'ଣ ? ଯାଜପୁରରେ ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ହୋଇଛି କି ବିଜେଡି ?

  • Thursday, 21 November 2024
ବଦ୍ରି ଖୋଲିଦେଲେ ବାହାସ୍ଫୋଟିଆ ନେତାଙ୍କ ଗୁମର
Video: ବଦ୍ରି ଖୋଲିଲେ ବିଜେଡି ନେତାଙ୍କ ଗୁମର

ଆଗରୁ ବିରୋଧୀ କହୁଥିଲେ ଦିବାସ୍ବପ୍ନ। ଏବେ ନିଜ ଦଳ ଲୋକ କହିଲେଣି ୫ ବର୍ଷ ପୂର୍ବରୁ ପୁଣିଥରେ ସରକାର ଗଠନ ଅବାସ୍ତବ ଚିନ୍ତାଧାରା।

  • Thursday, 21 November 2024
Jalaput Cutoff Village
Video: ନା ବିକାଶର ସୂର୍ଯ୍ୟ ଉଇଁଛି ନା ସରକାରୀ ବାବୁଙ୍କ ପାଦ ପଡ଼ିଛି

ଚାରିଆଡ଼େ ସବୁଜିମାର ଆସର...ବିସ୍ତୀର୍ଣ୍ଣ ଜଳରାଶି ସାଙ୍ଗକୁ ମନମୋହୁଛି ବଣ ପାହାଡ଼ । କେଉଁଠି ପରିବା ବାଡ଼ି ତ ଆଉ କେଉଁଠି ମାଣ୍ଡିଆ ଚାଷ ମନମୋହୁଛି ।

  • Thursday, 21 November 2024
ସୁଭଦ୍ର ପାଇଁ ଦିଅ ସିଙ୍ଗିଲ୍‌ ଆକାଉଣ୍ଟ
Video: ମିସମ୍ୟାଚ୍ ଯୋଗୁ ଆକାଉଣ୍ଟକୁ ଯାଇପାରୁନି ‘ସୁଭଦ୍ରା’ ଟଙ୍କା

'ସୁଭଦ୍ରା' ଆବେଦନ ବେଳେ ଆପଣ ଦେଇଥିବା ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ୍ ଅଛି କି ? ଗୋଟିଏ ମୋବାଇଲ ନମ୍ବରରେ ଅଧିକ ଆକାଉଣ୍ଟ ଲିଙ୍କ୍ ଥିଲେ ଦେଖାଉଛି ମିସ୍ ମ୍ୟାଚ୍ ।

  • Thursday, 21 November 2024
Puri Swargadwara
Video: ସ୍ୱର୍ଗଦ୍ୱାରରେ ଲୋଡ଼ା କି ବୈଦ୍ୟୁତିକ ଚୁଲା ?

ସ୍ୱର୍ଗଦ୍ୱାରରେ ଶବଦାହ କରିବା ଅନେକଙ୍କ ଧାର୍ମିକ ଭାବନା ଓ ବିଶ୍ୱାସ ସହ ଜଡ଼ିତ ଥିବା ଏବଂ ଏଠାରେ ଶବ ସଂସ୍କାର ପାଇଁ ସରକାରଙ୍କ ପକ୍ଷରୁ ସୁବ୍ୟବସ୍ଥା ଥିବାରୁ ଏବେ ଦୈନିକ ପାଖାପାଖି ୧୦୦ଟି ମୃତଦେହ, ଦାହସଂସ୍କାର ପାଇଁ ଆସୁଛି ।

  • Thursday, 21 November 2024
Forest Department Faces Allegations Of Animal Poaching 
ଜଙ୍ଗଲୀ ବାବୁଙ୍କୁ କଡ଼ା ତାଗିଦ୍

୪ ଦିନ ଭିତରେ ୩-୩ଟି ହାତୀ ଏବଂ ଗୋଟେ କଲରାପତରିଆର ଜୀବନ ଯିବା ପରେ ଏମିତି କଠୋର ହୋଇଛି ବନ ବିଭାଗ । ମନ୍ତ୍ରୀ କହିଛନ୍ତି, ଡିଏଫ୍ଓ ହୁଅନ୍ତୁ ବା ଆଉ କିଏ, ହାତୀ ମୃତ୍ୟୁ ଘଟଣାରେ ଯିଏ ବି ଅବହେଳା କରିଥିବେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

  • Wednesday, 20 November 2024
କାହାର ହେବ ମହାରାଷ୍ଟ୍ର
ମହାରାଷ୍ଟ୍ରରେ କାହାର ହେବ ସରକାର ?

ମତଦାନ କେନ୍ଦ୍ରରେ ବଲିଉଡ୍ ସେଲିବ୍ରିଟିଙ୍କ ଭିଡ । ଭୋଟ୍ ଦେବାକୁ ପହଁଚିଥିଲେ ବି-ଟାଉନ୍ ର ନାମୀ ଦାମୀ କଳାକାର ।

  • Wednesday, 20 November 2024
ନୂଆ ମ୍ୟାନେଜିଂ କମିଟି କେବେ ?
କେବେ ହେବ ନୂଆ ମ୍ୟାନେଜିଂ କମିଟି ?

କାର୍ତ୍ତିକ ସରିଗଲା, କେବେ ଲାଗୁ ହେବ ରାମ୍ପ ଦର୍ଶନ ବ୍ୟବସ୍ଥା ? କାହିଁକି ବିଳମ୍ବ ହେଉଳି ରତ୍ନଭଣ୍ଡାର ମରାମତି ଓ ଅଳଙ୍କାର ଗଣତି ମଣତି ? ସେବାୟତ କଲ୍ୟାଣ, ଗୁରୁକୂଳ ପ୍ରତିଷ୍ଠା ଅବା ୟୁନିଫର୍ମ ଲ୍ୟାଣ୍ଡ ପଲିସି କେଉଁ ପ୍ରତିବନ୍ଧକରୁ ଅଧାରେ ଲଟକିଛି ଏସବୁ ନିଷ୍ପତ୍ତି ?

  • Wednesday, 20 November 2024
Child Selling In Odisha
ଶିଶୁ ବିକ୍ରି ଅଭିଯୋଗକୁ ନେଇ ଚହଳ

ନିଜ ରକ୍ତର ସନ୍ତାନକୁ ପର ହାତରେ ଟେକି ଦେବାର କଠୋର ମାନସିକତା, ସଭ୍ୟ ସମାଜକୁ ଦୋହଲାଇ ଦେଇଛି । ରାୟଗଡ଼ା ଚାନ୍ଦିଲି ଅଞ୍ଚଳରେ ମାତ୍ର ୯ ଦିନର ଶିଶୁକନ୍ୟାକୁ ୨୦ ହଜାରରେ ବିକ୍ରି ଅଭିଯୋଗ, ସାରା ରାଜ୍ୟରେ ଚହଳ ପକାଇଦେଇଛି ।

  • Wednesday, 20 November 2024
Bollywood Singer Sonu Nigam
ନାଚିଲା କଟକ.....ସୋନୁ ନିଗମଙ୍କୁ ପାଖରେ ପାଇ ମତୁଆଲା ସଙ୍ଗୀତ ପ୍ରେମୀ

ଦୁଲକିଲା ବାଲିଯାତ୍ରା ପଡ଼ିଆ, ନାଚିଲା କଟକ। ଏକାକାର ହେଲେ ପିଲାଙ୍କଠାରୁ ବୟସ୍କ। ଗତକାଲି ବାଲିଯାତ୍ରା ପଡ଼ିଆରେ ସିଙ୍ଗର ସୋନୁ ନିଗମଙ୍କୁ ପାଖରେ ପାଇ ମତୁଆଲା ହୋଇଛନ୍ତି ସଙ୍ଗୀତ ପ୍ରେମୀ।...

  • Wednesday, 20 November 2024
ଆଉ ନାହାଁନ୍ତି ସମୀର ଦେ ।
ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ

ପୂର୍ବରୁ ତାଙ୍କର କିଡନି ପ୍ରତିରୋପଣ ବି ହୋଇଥିଲା।

  • Monday, 18 November 2024
Senior Odia IAS Officers to Return; Manoj Sahu to Follow Sanjeeb Mishra
ସଞ୍ଜୀବ ମିଶ୍ରଙ୍କ ପରେ ମନୋଜ ସାହୁ, ସପ୍ତାହକରେ ଓଡ଼ିଶାକୁ ଆସିଲେଣି ଦୁଇ IAS ଅଫିସର

ପ୍ରଶାସନିକ କଳକୁ ଆହୁରି ତତ୍ପର ଆଉ ସକ୍ରିୟ କରିବା ପାଇଁ, ଦକ୍ଷ ଓଡ଼ିଆ ଆଇଏଏସ୍ ଅଧିକାରୀଙ୍କୁ ଓଡ଼ିଶା ଆଣିବାକୁ ମୋହନ ସରକାର ନିଷ୍ପତ୍ତି କରିଥିବା କୁହାଯାଉଛି ।

  • Monday, 18 November 2024
Vigilance Raid in Odisha
କେଜିଏ ସୁନା ଗହଣା, ବିଡ଼ା ବିଡ଼ା ଟଙ୍କା, ପୁଳା ପୁଳା ଦାମୀ ପ୍ଲଟ୍ ଓ ଫ୍ଲାଟ୍ !

ଭିଜିଲାନ୍ସ ଜାଲରେ ଜଣେ ଉପଜିଲ୍ଲାପାଳ, ଜଣେ ପୋଲିସ୍ ହାଉସିଂ କର୍ପୋରେସନର ଡିଜିଏମ୍, ଆଉ ଲାଞ୍ଚୁଆ ଡାକ୍ତର ।

  • Monday, 18 November 2024
Cardiac Arrest
ପ୍ରାୟ ଦୁଇଘଣ୍ଟା ଯାଏଁ ବନ୍ଦ ହୋଇଯାଇଥିଲା ହାର୍ଟ ବିଟ୍ ! ତାପରେ...

ସେପ୍ଟେମ୍ବର ୩୦ ତାରିଖ ରାତିରେ ହଠାତ୍ ଦୁର୍ବଳ ଅନୁଭବ କରିଥିଲେ ଶୁଭକାନ୍ତ । ଘର ଲୋକ ପ୍ରଥମେ ତାଙ୍କୁ ସ୍ଥାନୀୟ ରଣପୁର ମେଡିକାଲକୁ ନେଇ ଯାଇଥିଲେ ।

  • Monday, 18 November 2024
ଗାଁରେ ଭାଙ୍ଗୁଛି କି ଶଙ୍ଖ ଦଳର ସଂଗଠନ ବନ୍ଧ ?
ଗାଁରେ ଛିଡୁଚି କି ବିଜେଡି?

'ବିଜେଡିକୁ ଭାଙ୍ଗିବାକୁ ଚକ୍ରାନ୍ତ କରୁଛି ବିଜେପି'। ବିଜେପିର ଯୁକ୍ତି- ପାଦ ତଳୁ ମାଟି ଖସୁଥିବାରୁ ବାଉଳି ହେଉଛି ବିଜେଡି।

  • Sunday, 17 November 2024
ତଥାକଥିତ କଲକୀ ଅବତାରୀ ନାବାଳକଙ୍କୁ ନେଇ ଥମୁନି ବିବାଦ
ନାବାଳକଟିକୁ ବାବା ଦର୍ଶାଇ ଖଣ୍ଡଗିରି ବୈକୁଣ୍ଠ ଆଶ୍ରମରେ ଭାଣ୍ଡାମୀ ଅଭିଯୋଗ ମାମଲାରେ ନୂଆମୋଡ଼

କାହିଁକି ଓ କେଉଁ ପରିସ୍ଥିତିରେ ଭଗବାନ ଆଖ୍ୟା ଦିଆଯାଇଥିଲା ପାଠ ପଢ଼ୁଆ ନାବାଳକଟିକୁ ?

  • Sunday, 17 November 2024
କେମିତି ବିକ୍ରି ହେଲା ଜଗନ୍ନାଥଙ୍କ ପୁରୀ ମାଟିତୋଟା ଜମି ?
ଜମି ଦଲାଲଙ୍କ ନଜରରେ ମହାପ୍ରଭୁ ଜଗନ୍ନାଥଙ୍କ ଜମି

କିଏ ଏବଂ କେମିତି ଏହି କେଳେଙ୍କାରୀ କରିଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

  • Sunday, 17 November 2024
Bali Jatra
ପୁରା ବାଲିଯାତ୍ରାରେ ଯେତିକି ଭିଡ, ଅଧାରୁ ଅଧିକ ଲାଗିଛି ଦୋଳି ପାଖରେ

ରାତିର ଅନ୍ଧାରକୁ ଚିରି ରଙ୍ଗୀନ ଆଲୁଅରେ ଦର୍ଶକଙ୍କୁ ବାନ୍ଧି ରଖୁଛି ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ଚିତ୍ତାକର୍ଷକ ଲେଜର୍ ସୋ' ।

  • Sunday, 17 November 2024
Cuttack Bali Yatra 2024
Video: କଟକ ବାଲିଯାତ୍ରା ପଡିଆରେ ସିନେମା ମଜା

କଟକ ବାଲିଯାତ୍ରା ପଡିଆରେ ସିନେମା ମଜା । କଟକ ଇନ୍ କଟକ ଗ୍ୟାଲେରୀରେ ଓଡ଼ିଆ ଚଳଚ୍ଚିତ୍ରର ସମ୍ଭାର ।

  • Saturday, 16 November 2024