ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଅାସନ୍ତା କାଲି ଶେଷ ହେଉଛି। ତା ପୂର୍ବରୁ ଅାଜି ସେ ତାଙ୍କର ବିଦାୟକାଳୀନ ଅଭିଭାଷଣ ରଖିଛନ୍ତି। ସୁପ୍ରିମକୋର୍ଟ ବାର ଅାସୋସିଏସନ ଦ୍ୱାରା ଅାୟୋଜିତ ଏହି ସଭାରେ ନ୍ୟାୟିକ ସ୍ୱାଧୀନତାର ମହତ୍ତ୍ୱ ରହିଛି ଏବଂ ଏହା ସର୍ବଦା ରହିବା ଉଚିତ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର କହିଛନ୍ତି। ସେ କେବେ କୌଣସି ବ୍ୟକ୍ତିର ଇତିହାସ ଦେଖି ବିଚାର କରନ୍ତି ନାହିଁ। ଲୋକର ଅପରାଧ […]