• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

ବିଳମ୍ବରେ ପହଞ୍ଚିଲା ପ୍ରଶ୍ନପତ୍ର : ପରୀକ୍ଷା ଦେଇପାରିଲେନି ଶତାଧିକ ଛାତ୍ରଛାତ୍ରୀ
ବିଳମ୍ବରେ ପହଞ୍ଚିଲା ପ୍ରଶ୍ନପତ୍ର : ପରୀକ୍ଷା ଦେଇପାରିଲେନି ଶତାଧିକ ଛାତ୍ରଛାତ୍ରୀ

ନବରଙ୍ଗପୁର : ବିଳମ୍ବରେ ପ୍ରଶ୍ନପତ୍ର ପହଞ୍ଚିବାରୁ ପରୀକ୍ଷା ଦେଇପାରିଲେନି ଶତାଧିକ ଛାତ୍ରଛାତ୍ରୀ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ଥିବା ସ୍କୁଲ ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।  ଆଜି ସକାଳ ୭ଟାରୁ ୮ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବା ପାଇଁ ସମୟ ନିର୍ଘଣ୍ଟ ହୋଇଥିଲା। ଏଥିପାଇଁ ପରୀକ୍ଷାର୍ଥୀ ସକାଳ ୬ଟାରୁ ଆସି ସ୍କୁଲରେ ଅପେକ୍ଷା କରିଥିଲେ। କିନ୍ତୁ ପ୍ରଶ୍ନପତ୍ର ଆସିବାରେ ପ୍ରାୟ ୩ ଘଣ୍ଟା ବିଳମ୍ବ ହୋଇଥିଲା। ଫଳରେ ଅପେକ୍ଷା କରି କରି ଘରକୁ […]

  • Thursday, 10 June 2021
ବନାବିରା ଆକ୍ରମଣ ଘଟଣା : ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ବିଜେପିର ପ୍ରତିବାଦ
ବନାବିରା ଆକ୍ରମଣ ଘଟଣା : ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ବିଜେପିର ପ୍ରତିବାଦ

ସମ୍ବଲପୁର: ବନାବିରା ଆକ୍ରମଣ ଘଟଣାରେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ବିଜେପିର ପ୍ରତିବାଦ। ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ ସହ ଉତ୍ତରାଞ୍ଚଳ ପୋଲିସ ଆଇଜିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ବିଜେପି ନେତା ଓ କର୍ମୀ। ରାଜନୈତିକ ଉଦ୍ଦେଶ୍ୟ ରଖି ଜୟନାରାୟଣଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିବା ସହ ଆକ୍ରମଣ ଘଟଣାର ସିବିଆଇ ତଦନ୍ତ ପାଇଁ ଦଳ ଦାବି କରିଛି।  ଏହି ବିକ୍ଷୋଭରେ କୁଚିଣ୍ଡା ବିଧାୟକଙ୍କ ସମେତ ବହୁ ନେତା ଓ ଶହ ଶହ କର୍ମୀ ଯୋଗ […]

  • Thursday, 10 June 2021
ଖପ୍ରାଖୋଲ ବ୍ଲକ୍‌ରେ ଚିତାବାଘ ଆତଙ୍କ
ଖପ୍ରାଖୋଲ ବ୍ଲକ୍‌ରେ ଚିତାବାଘ ଆତଙ୍କ

ବଲାଙ୍ଗିରି : ଖପ୍ରାଖୋଲ ବ୍ଲକ୍‌ର ବାଘଝରଣ ଗାଁରେ ଚିତାବାଘ ଆତଙ୍କ। କିଛିଦିନ ତଳେ ଗୁହାଳକୁ ପଶି ଗାଈ, ବାଛୁରୀ, ଛେଳି, ମେଣ୍ଢାକୁ ନେଇ ଯାଇଥିବା ବେଳେ ଆଜି ମଧ୍ୟ ଚିତାବାଘ ଆତଙ୍କ ଦେଖିବାକୁ ମିଳିଛି। ଚିତାବାଘକୁ ଘଉଡାଇବା ପାଇଁ ଲୋକମାନେ ବନ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ବନବିଭାଗ ପକ୍ଷରୁ ଚିତାବାଘକୁ ଘଉଡାଇ ଦିଆଯାଇଥିଲା। ଲୋକମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବାରୁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି ବୋଲି ଖପ୍ରାଖୋଲ ଜଙ୍ଗଲ ଅଧିକାରୀ କହିଛନ୍ତି। ଦେଖନ୍ତୁ […]

  • Thursday, 10 June 2021
ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ନେଇ ବିଜ୍ଞପ୍ତି ପ୍ରକାଶ
ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ନେଇ ବିଜ୍ଞପ୍ତି ପ୍ରକାଶ

ପୁରୀ  : ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇନ ବିଭାଗ ପକ୍ଷରୁ ୧୦ ଜଣିଆ ସଦସ୍ୟ ତାଲିକା ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ସିଦ୍ଧେଶ୍ୱର ମହାପାତ୍ର, ମାଧବ ପୂଜାପଣ୍ଡା, ନୀଳକଣ୍ଠ ମହାପାତ୍ର, ମାଧବଚନ୍ଦ୍ର ମହାପାତ୍ର, ଅନନ୍ତ ତିଆଡ଼ି, ରାମଚନ୍ଦ୍ର ଦାସ ମହାପାତ୍ର, ସଚ୍ଚିଦାନନ୍ଦ ଦାସ ମହାରାଜ, ବିଜୟ ସାହୁ, ରଘୁନାଥ ମହାପାତ୍ର ଏବଂ ମହିମୋହନ ତ୍ରିପାଠୀ ସଦସ୍ୟ ଅଛନ୍ତି। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ପରିଚାଳନା […]

  • Thursday, 10 June 2021
ମାଟି ଅତଡା ଖସି ୨ଶ୍ରମିକଙ୍କ ମୃତ୍ୟୁ ଓ ଜଣେ ଗୁରୁତର
ମାଟି ଅତଡା ଖସି ୨ଶ୍ରମିକଙ୍କ ମୃତ୍ୟୁ ଓ ଜଣେ ଗୁରୁତର

କୋରାପୁଟ : କୋରାପୁଟ ବୋରିଗୁମ୍ମା ବ୍ଲକ ଖିଆଲଗୁଡ଼ାରେ ମାଟି ଅତଡା ଖସି ଶ୍ରମିକଙ୍କ ମୃତ୍ୟୁ। ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତରଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ଦୁଇ ପରିବାରକୁ ରେଡକ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ ନେଇ ସୂଚନା ଦେଇଛନ୍ତି ତହସିଲଦାର। ଘଟଣାସ୍ଥଳରେ ବୋରିଗୁମ୍ମା ପୋଲିସ୍ ପହଞ୍ଚି ତଦନ୍ତ କରୁଥିବାବେଳେ ଆଦିବାସୀ ସଂଘ ପକ୍ଷରୁ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ନେଇ ଦାବି […]

  • Thursday, 10 June 2021
ଓଡ଼ିଶା ପୋଲିସକୁ ୩ ସୂତ୍ରୀ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ପୋଲିସକୁ ୩ ସୂତ୍ରୀ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ଚାଲିଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ତିନିଦିନିଆ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ପୋଲିସକୁ ୩ ସୂତ୍ରୀ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀରେ ଯୋଗ ଦେଇ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପୋଲିସ ବ୍ୟବସ୍ଥା ସୁଦୃଢ଼ କରିବା ନେଇ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ଏହାସହ ରାଜ୍ୟରେ ଅପରାଧ ହାର ନିୟନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି। ଆଇନ ଶୃଙ୍ଖଳା ସ୍ଥିତି […]

  • Thursday, 10 June 2021
କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଥମ ସୁପରକପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଆଜିଠାରୁ ଆରମ୍ଭ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍
କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଥମ ସୁପରକପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଆଜିଠାରୁ ଆରମ୍ଭ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଥମ ସୁପରକପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍। ଆଜି ଏବଂ କାଲି ଦୁଇଦିନ ଧରି ଯୋଗ୍ୟତା ପର୍ଯ୍ୟାୟର ୪ଟି ମ୍ୟାଚ ଖେଳାଯିବ। ଏଥିରେ ୮ଟି ଟିମ୍ ଭାଗନେଉଛନ୍ତି। ମୁଖ୍ୟ ପର୍ଯ୍ୟାୟ ମ୍ୟାଚ୍‌ ଆସନ୍ତା ୩୧ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ମୁଖ୍ୟ ରାଉଣ୍ଡ ୩୧ମାର୍ଚ୍ଚରେ ଆରମ୍ଭ ହେବ। ଏହି ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇଂ ଏଫ୍‌ସି ଓ ଆଇଜୱାଲ୍‌ ଏଫ୍‌ସି ପରସ୍ପରର ସାମ୍ନାସାମ୍ନି ହେବେ। ଟୁର୍ଣ୍ଣାମେଣ୍ଟର ଅନ୍ତିମ […]

  • Thursday, 10 June 2021
ଶ୍ରୀମନ୍ଦିରର ଆର୍ଥିଂ ସିଷ୍ଟମ୍ ବ୍ୟବସ୍ଥାର ଯାଞ୍ଚ କଲେ ASI ଟିମ୍‌
ଶ୍ରୀମନ୍ଦିରର ଆର୍ଥିଂ ସିଷ୍ଟମ୍ ବ୍ୟବସ୍ଥାର ଯାଞ୍ଚ କଲେ ASI ଟିମ୍‌

ପୁରୀ : ଶ୍ରୀମନ୍ଦିରର ଆର୍ଥିଂ ସିଷ୍ଟମ୍ ବା ବଜ୍ରପାତ ନିରୋଧକ ବ୍ୟବସ୍ଥାର ଚୂଡ଼ାନ୍ତ ଯାଞ୍ଚ କରିଛନ୍ତି GED ଅଧୀକ୍ଷଣ ଯନ୍ତ୍ରୀ, ASI ଯନ୍ତ୍ରୀ ଏବଂ ଶ୍ରୀମନ୍ଦିର ପ୍ରଶାସନ ନିର୍ବାହୀ ଯନ୍ତ୍ରୀ। ଶ୍ରୀମନ୍ଦିର ଚୂଡ଼ା ଚଢ଼ି ସେମାନେ ଆର୍ଥିଂ ସିଷ୍ଟମ୍ ଯାଞ୍ଚ କରି ଏହା ଦୁର୍ବଳ ହୋଇପଡ଼ିଥିବା କହିଛନ୍ତି। ଅଁଳା ବେଢ଼ାରେ ଲାଗିଥିବା ୧୨ଟି ଆର୍ଥିଂ କଣ୍ଡକ୍ଟର ସ୍ପାଇକ୍‌ରୁ ୮ଟି ସ୍ପାଇକ୍ ଭାଙ୍ଗି ଯାଇଛି। ମନ୍ଦିର ଚୂଡ଼ାରୁ ଚଟାଣ ପର୍ଯ୍ୟନ୍ତ ଆର୍ଥିଂ ସିଷ୍ଟମ୍‌ ସେମାନେ ଟିକିନିଖି ଯାଞ୍ଚ କରିଛନ୍ତି। […]

  • Thursday, 10 June 2021
ରାଜ୍ୟବ୍ୟାପୀ ଘରୋଇ ବସ୍ ସେବା ବନ୍ଦ୍ : ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ
ରାଜ୍ୟବ୍ୟାପୀ ଘରୋଇ ବସ୍ ସେବା ବନ୍ଦ୍ : ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର : ଧର୍ମଘଟକୁ ଓହ୍ଲାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ସରକାରଙ୍କ ସହ ଆଲୋଚନା ସତ୍ତ୍ୱେ ମାଲିକ ସଂଘର ସମ୍ପୂର୍ଣ୍ଣ ଦାବି ପୂରଣ ନହେବାରୁ ଆନ୍ଦୋଳନ କରିବା ନିଷ୍ପତ୍ତିରେ ଅଟଳ ରହିଛି ଘରୋଇ ବସ୍ ମାଲିକ ସଂଘ। ଫଳରେ ସାରା ରାଜ୍ୟରେ ପ୍ରାୟ୧୭ ହଜାର ଘରୋଇ ବସ ଚଳାଚଳ ସେବା ସକାଳ ୬ଟାରୁ ଠପ୍ ହୋଇଯାଇଛି। ସିଟି ବସ୍ ଚଳାଚଳ ରୁଟ୍ ପରିବର୍ତ୍ତନ, ପ୍ରଚଳିତ ମୋଟର ଭେଇକିଲ ଟିକସ ବୃଦ୍ଧି ପ୍ରତ୍ୟାହାର, ଘରୋଇ ବସଠାରୁ ଟୋଲ୍‌ […]

  • Thursday, 10 June 2021
ବିଶ୍ୱ ସ୍ତରରେ ଭୁବନେଶ୍ୱରକୁ ଆଉ ଏକ ସଫଳତା : ବିଶ୍ୱ ସ୍ମାର୍ଟ ସିଟି ତାଲିକାର ଟପ୍ ଟ୍ୱେଣ୍ଟିରେ ଭୁବନେଶ୍ୱର
ବିଶ୍ୱ ସ୍ତରରେ ଭୁବନେଶ୍ୱରକୁ ଆଉ ଏକ ସଫଳତା : ବିଶ୍ୱ ସ୍ମାର୍ଟ ସିଟି ତାଲିକାର ଟପ୍ ଟ୍ୱେଣ୍ଟିରେ ଭୁବନେଶ୍ୱର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରକୁ ମିଳିଛି ଆଉ ଏକ ସଫଳତା। ସାରା ଦେଶରେ ସ୍ମାର୍ଟ ସିଟିରେ ଏକ ନମ୍ବରରେ ରହିବା ପରେ ଏବେ ବିଶ୍ୱ  ସ୍ତରୀୟ ରାଙ୍କିଙ୍ଗରେ ସ୍ଥାନ ପାଇଛି ଭୁବନେଶ୍ୱର। ବିଶ୍ୱର ୨୦ଟି ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇଛି। ଏହି ତାଲିକାର ୧ନମ୍ବର ସ୍ଥାନରେ ରହିଛି ସିଙ୍ଗାପୁର। ସହରର ଗମନାଗମନ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ନିରାପତ୍ତା, ଉତ୍ପାଦକତା ଭଳି ମାପକାଠିକୁ ନେଇ ଇଂଲଣ୍ଡର ଜୁନିପର ରିସର୍ଚ୍ଚ ପକ୍ଷରୁ ହୋଇଥିବା ସର୍ଭେରେ ଭାରତର ଏକମାତ୍ର ସହର […]

  • Thursday, 10 June 2021
ବିଳମ୍ବରେ ଘରକୁ ଫେରିବାରୁ ଝିଅକୁ ସାବତ ମାଆର ଚେଙ୍କ

ବ୍ରହ୍ମପୁର : ବିଳମ୍ବରେ ଘରକୁ ଫେରିବାରୁ ଝିଅକୁ ସାବତ ମାଆର ଚେଙ୍କ। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ଆଙ୍କୁଲି କୁମ୍ଭାରପଲ୍ଲୀ ଅଞ୍ଚଳରୁ। ଏପରିକି ଝିଅକୁ ଚେଙ୍କ ଦେଇ ସାବତ ମାଆ ପଡ଼ୋଶୀଙ୍କ ଘରେ ବନ୍ଦ କରି ରଖିଥିବା ଅଭିଯୋଗ ମଧ୍ୟ ହୋଇଛି। ଖବର ପାଇ ନାବାଳିକାଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ। ଘଟଣାରେ ସାବତ ମାଆ ସହ ପଡ଼ୋଶୀର ୫ ଜଣ ମହିଳାଙ୍କୁ ଥାନାରେ ଅଟକ ରଖିଛି ପୋଲିସ। ସେପଟେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି […]

  • Thursday, 10 June 2021
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ

କଟକ : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ। ଆଠଗଡସ୍ଥିତ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତ ବାଉଁଶ ଟାଙ୍ଗର ଗାଁରେ ଘଟିଛି ଏଭଳି ଅଘଟଣ। ମୃତକ ହେଲେ ନିରଞ୍ଜନ ଭୂଜବଳ ଏବଂ ତାଙ୍କ ପତ୍ନୀ ନର୍ମଦା। ଆଜି ଘର ପଛ ପାଖ ଫସଲରେ ପାଣି ମଡାଉଥିବା ବେଳେ ବିଦ୍ୟୁତ୍ ତାର ସ୍ପର୍ଶରେ ପ୍ରଥମେ ଆସିଥିଲେ ନିରଞ୍ଜନ। ନିରଞ୍ଜନଙ୍କୁ ବଞ୍ଚାଇବା ଲାଗି ତାଙ୍କ ପତ୍ନୀ ନର୍ମଦା ଉଦ୍ୟମ କରୁଥିବା ବେଳେ ସେ ମଧ୍ୟ ବିଦ୍ୟୁତ୍ ତାର […]

  • Thursday, 10 June 2021
ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷିତ

ନୂଆ ଦିଲ୍ଲୀ/ଭୁବନେଶ୍ୱର : ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ୧୮ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି। ଦଳରେ ଏକମାତ୍ର ଓଡ଼ିଆ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି। ବୀରେନ୍ଦ୍ର ଲାକ୍ରା ଓ ଦୀପସାନ ତିର୍କିଙ୍କୁ ସ୍ଥାନ ମିଳିନାହିଁ। ସୁଲତାନ ଆଜଲାନ ଶାହ ହକିରେ ଦଳର ନେତୃତ୍ୱ ନେଇଥିବା ସର୍ଦ୍ଦାର ସିଂହ ଓ ଷ୍ଟ୍ରାଇକର ରମଣଦୀପଙ୍କୁ ଦଳରୁ ବାଦ୍ ଦିଆଯାଇଛି। ମିଡ୍ ଫିଲଡର ମନପ୍ରୀତ ସିଂହ ଅଧିନାୟକ ଦାୟିତ୍ୱ ତୁଲାଇବେ। ତାଙ୍କ ଡେପୁଟି ରହିବେ କେ. ଚିଙ୍ଗଲେନସେନା […]

  • Thursday, 10 June 2021
କୁନ୍ଦୁଲି ମାମଲା : ପୀଡିତାଙ୍କ ପୋଷାକରେ ସିମେନ୍‌ ଦାଗ ନଥିବା ସ୍ପଷ୍ଟ କଲା କେନ୍ଦ୍ରୀୟ ଫୋରେନସିକ୍ ଲ୍ୟାବ୍‌

କଟକ : କୁନ୍ଦୁଲି ପୀଡ଼ିତାଙ୍କ ପୋଷାକରେ ସିମେନ୍‌ର କୌଣସି ଦାଗ ନାହିଁ। ଏ ନେଇ ରାଜ୍ୟ ଫୋରେନ୍ସିକ୍ ଲାବୋରେଟୋରୀ କୋର୍ଟରେ ଯେଉଁ ଚୂଡାନ୍ତ ରିପୋର୍ଟ ଦେଇଥିଲା, ସେଥିରେ କାଏମ ରହିଛି। କେନ୍ଦ୍ରୀୟ ଫୋରେନସିକ୍ ଲାବୋରେଟୋରୀ ବା CFSL କୋଲକାତାସ୍ଥିତ CFSL ନିର୍ଦ୍ଦେଶକ, କୋର୍ଟରେ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପରେ ଏହି ରିପୋର୍ଟ ଆଜି କ୍ରାଇମବ୍ରାଞ୍ଚ୍ର ହସ୍ତଗତ ହୋଇଛି। ଏ ସମ୍ପର୍କରେ ଆଜି କ୍ରାଇମବ୍ରାଞ୍ଚ୍ ଏସ୍‌ପି ଆର. ବି. ପାଣିଗ୍ରାହୀ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି […]

  • Thursday, 10 June 2021
ଅଜଣା ଗାଡ଼ି ଧକ୍କାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲାରେ ଅଜଣା ଗାଡ଼ି ଧକ୍କାରେ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାନେତ୍ରୀ ତଥା କାଇମାଟିର ମହିଳା ସରପଞ୍ଚଙ୍କ ମୃତ୍ୟୁ।  ତାଙ୍କ ନାଁ ମିତାଞ୍ଜଳି ସ୍ୱାଇଁ । ଗତରାତିରେ ରେଳ ଷ୍ଟେସନ୍‌ରୁ ଫର୍ଟିଲାଇଜର ଟାଉନସିପ୍‌ସ୍ଥିତ ବାପ ଘରକୁ ଅଟୋରେ ଯିବା ବେଳେ ଆର୍‌ଏସ୍‌ପି ସ୍ଲାଗ୍ ଗେଟ୍ ନିକଟ ଜାତୀୟ ରାଜପଥରେ ଅଟୋକୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଅଟୋରେ ତାଙ୍କ ବାପା ମାଆ ମଧ୍ୟ ଥିଲେ। ଅଟୋ ଓଲଟି ପଡ଼ିବା ପରେ ମିତାଞ୍ଜଳିଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା […]

  • Thursday, 10 June 2021
ବକେୟା ଦରମା ଦାବିରେ ଘରୋଇ ସିକ୍ୟୁରିଟି ଗାର୍ଡଙ୍କ ବିକ୍ଷୋଭ

ରାଉରକେଲା : ବକେୟା ଦରମା ଦାବିରେ ରାଉରକେଲାରେ ଘରୋଇ ସିକ୍ୟୁରିଟି ଗାର୍ଡଙ୍କ ବିକ୍ଷୋଭ। ଇସ୍ପାତ କାରଖାନାର ସହର ପ୍ରଶାସନ ଅଫିସକୁ ଧସେଇ ପଶିଲେ ସିକ୍ୟୁରିଟି ଗାର୍ଡ। ରାଉରକେଲା ଷ୍ଟିଲ ପ୍ଳାଣ୍ଟ ଅଧିନରେ ଟପ୍ ଗାଡିଙ୍ଗ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପ୍ରାୟ ୨ ଶହ ସିକ୍ୟୁରିଟି ଗାର୍ଡ କାମ କରନ୍ତି। ଏମାନେ ମୁଖ୍ୟତଃ ଆଇଜି ପାର୍କ, ଇସ୍ପାତ ଜେନେରାଲ ହସ୍ପିଟାଲ ଆଦି ସ୍ଥାନମାନଙ୍କରେ ଡ୍ୟୁଟି କରିଥାନ୍ତି। ତେବେ ଗତ ଜାନୁୟାରୀ ମାସରୁ ଦରମା ମିଳି ନ ଥିବା […]

  • Thursday, 10 June 2021
ରାଜସ୍ୱ ମନ୍ତ୍ରୀଙ୍କ ପିଏଙ୍କୁ ଆକ୍ରମଣ ଅଭିଯୋଗ

ପୁରୀ : ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବ୍ୟକ୍ତିଗତ ସହାୟକ ଭବାନୀ ପ୍ରସାଦ ସାହୁଙ୍କୁ ଆକ୍ରମଣ ଅଭିଯୋଗ। ଅଭିଯୋଗ ଅନୁସାରେ, ଗତ ରାତିରେ ଭବାନୀ ସ୍କୁଟିରେ ଘରକୁ ଫେରୁଥିବା ବେଳେ ବଡ଼ଦାଣ୍ଡ ନିକଟ ଖାକିମଠ ନୂଆସାହିରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଖଣ୍ଡା ଓ ମାରଣାସ୍ତ୍ରରେ ଆକ୍ରମଣ କରିବା ଫଳରେ ଭବାନୀଙ୍କ ମୁଣ୍ଡ, ମୁହଁ ଓ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସ୍କୁଟିରେ ତାଙ୍କ ପଛରେ ବସିଥିବା ସୋମନାଥ ସାହୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। […]

  • Thursday, 10 June 2021
ସ୍ମାର୍ଟ ୱାର୍କ ଓ କ୍ୱାଲିଟି ଷ୍ଟ୍ରାଟେଜିରେ ହିଁ ସଫଳତା ହାସଲ କରାଯାଇ ପାରିବ : ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଟପ୍ପର

ଭୁବନେଶ୍ୱର : ସ୍ମାର୍ଟ ୱାର୍କ ଓ କ୍ୱାଲିଟି ଷ୍ଟ୍ରାଟେଜି ଦ୍ୱାରା ହିଁ ସଫଳତା ହାସଲ କରାଯାଇ ପାରିବ। ଏହି ମନ୍ତ୍ର ଦେଇଛନ୍ତି ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଟପ୍ପର ହୋଇଥିବା ଚିନ୍ମୟୀ ଚେତନା ଦାସ। ଇଞ୍ଜିନିୟରିଂ ଗ୍ରାଜୁଏଟ ଚିନ୍ମୟୀ ନିଜର ପ୍ରଥମ ଚେଷ୍ଟାରେ ହିଁ ଏହି ସଫଳତା ହାସଲ କରିଛନ୍ତି। ସଫଳତା ପାଇଁ ସେ ନିଜ ବାପା-ମାଙ୍କୁ ଶ୍ରେୟ ଦେଇଥିବା ବେଳେ ଭବିଷ୍ୟତରେ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ଚିନ୍ମୟୀ। […]

  • Thursday, 10 June 2021
ହୀରାକୁଦରେ ପାଣି ଫୁଲ୍, ହେଲେ କ୍ଷମତା ଠାରୁ ହେଉଛି ଯଥେଷ୍ଟ କମ୍ ବିଜୁଳି ଉତ୍ପାଦନ

ହୀରାକୁଦ : କାହିଁକି କମୁଛି ହୀରାକୁଦ ଜଳଭଣ୍ଡାରର ବିଜୁଳି ଉତ୍ପାଦନ କ୍ଷମତା? ଡ୍ୟାମରେ ପର୍ଯ୍ୟାପ୍ତ ପାଣି ଥିଲେ ବି କେଉଁ କାରଣ ପାଇଁ କମ୍ ହେଉଛି ବିଦ୍ୟୁତ୍ ଉତ୍ପାଦନ? ଗତ କିଛି ମାସ ଧରି ହୀରାକୁଦ ଡ୍ୟାମରୁ ଲଗାତାର ଭାବେ ସ୍ୱଳ୍ପ ବିଦ୍ୟୁତ ଉତ୍ପାଦନ ପ୍ରକ୍ରିୟାକୁ ନେଇ ଜୋର ଧରୁଛି ବିବାଦ। ହୀରାକୁଦର ମୋଟ ୭ଟି ୟୁନିଟରୁ ଏବେ କାର୍ଯ୍ୟକ୍ଷମ ହେଉଛି ମାତ୍ର ୪ଟି। ଏସବୁ ୟୁନିଟରୁ ଅତିକମ୍‌ରେ ଦୈନିକ ୧୪୯ ମେଗାଓ୍ୱାଟ୍ ବିଦ୍ୟୁତ ଉତ୍ପାଦନ ହେବା […]

  • Thursday, 10 June 2021
ଓଡ଼ିଶାରେ ମହାମାରୀ ରୂପ ନେଇଛି କର୍କଟ ରୋଗ : ଦିନକୁ ଯାଉଛି ୬୯ ଜଣଙ୍କ ଜୀବନ

ଭୁବନେଶ୍ୱର : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ରାଜ୍ୟରେ ଦିନକୁ ପ୍ରାୟ ୧୩୬ ଜଣ କର୍କଟରେ ଆକ୍ରାନ୍ତ ହେଉଛନ୍ତି। ଆଉ ପ୍ରାଣ ହରାଉଛନ୍ତି ପାଖାପାଖି ୬୯ଜଣ। କହିବାକୁ ଗଲେ, ପ୍ରତିଘଣ୍ଟାରେ ୩ଜଣଙ୍କ ଜୀବନ ନେଉଛି ଏହି ମହାମାରୀ। ଓଡ଼ିଶାରେ ମୁଖ୍ୟତଃ ତମାଖୁ ଜନିତ ମୁଖଗହ୍ୱର କର୍କଟ ଓ ଗର୍ଭାଶୟ ଗ୍ରୀବା କର୍କଟରେ ଲୋକେ ଅଧିକ ମାତ୍ରାରେ ପୀଡ଼ିତ ହେଉଥିବା ବିଶେଷଜ୍ଞ କହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ୨୦୧୪ରେ ଓଡ଼ିଶାରେ ୪୫ ହଜାର ୭୩୬ଜଣ କର୍କଟରେ ଆକ୍ରାନ୍ତ […]

  • Thursday, 10 June 2021
ଆସନ୍ତା ୧୭ତାରିଖରେ୨ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କଟକ: ଆସନ୍ତା ୧୭ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି କଟକ ଆନନ୍ଦ ଭବନ ମ୍ୟୁଜିୟମର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ କମିଶନର ଏବଂ ଡିସିପି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।  ଉଭୟ ଆନନ୍ଦ ଭବନକୁ ଯାଇ ବୁଲି ଦେଖିବା ସହ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେନେଇ ଅନୁଧ୍ୟାନ କରିଛନ୍ତି। ଦେଖନ୍ତୁ ଏହି ଭିଡ଼ିଓ-

  • Thursday, 10 June 2021
ମହିଳାଙ୍କ ମୃତ ଦେହ ଉଦ୍ଧାର : ଯୌତୁକ ନିର୍ଯାତନା ଅଭିଯୋଗ

ଯାଜପୁର : ଯାଜପୁର ରୋଡ ଥାନା ଚୋରଦା ଡିଗିସାହି ଅଞ୍ଚଳର ଏକ ଘରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର।  ମୃତକ ଜଣକ ଝାଡଖଣ୍ଡ ଅଂଚଳର ବୋଲି ଜଣାପଡିଛି। ମୃତ ମହିଳାଙ୍କ ସ୍ୱାମୀ କଳିଙ୍ଗନଗର ଜିନ୍ଦଲ ଷ୍ଟିଲନେଶ ଖାରଖାନାରେ ଜଣେ ସହକାରୀ ପରିଚାଳକ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ନା ପଙ୍କଜ କୁମାର। ଗତକାଲି ରାତିରେ ପଙ୍କଜ କାରଖାନାରୁ ଫେରି କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ଦୀର୍ଘ ସମୟ ଧରି କବାଟ ନଖୋଲିବା ପରେ […]

  • Thursday, 10 June 2021
‘ତେରି ବାହୋ ମେଁ ମର୍‌ ଜାଏ ହମ୍‌…’ ଗୀତରେ ନାଚୁଥିବା ବେଳେ ଚାଲିଗଲା ଜୀବନ

ରାଜସ୍ଥାନ : ସୋସିଆଲ୍ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ଭିଡିଓଟିକୁ ଯିଏବି ଦେଖିବ ଆଶ୍ଚର୍ଯ୍ୟ ହୋଇଯିବ। ଏହି ଭାଇରାଲ୍ ଭିଡିଓଟି  ରାଜସ୍ଥାନସ୍ଥିତ ଯୋଧପୁରର କୌଣସି ଏକ ବିବାହ ଉତ୍ସବର ବୋଲି କୁହାଯାଉଛି। ଯେକେହି ଏହି ଭାଇରାଲ୍ ଭିଡିଓକୁ ଦେଖିଲାପରେ ନିଶ୍ଚୟ ଅନୁଭବ କରିବ ଯେ , ସତରେ ଏ ଜୀବନଟା ପାଣି ଫୋଟକା ପରି । କୌଣସି ଭରସା ନାହିଁ ଏ ନିଶ୍ୱାସକୁ । ମୃତ୍ୟୁ ଯେ ଏମିତି ଆସେ ଆପଣ କେବେ ବିଶ୍ୱାସ […]

  • Thursday, 10 June 2021
ରାଜ୍ୟସଭା ଲାଗି ନାମାଙ୍କନ ପତ୍ର ଦାଖଲ କଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ଓ ଅଚ୍ୟୁତ ସାମନ୍ତ  

ଭୁବନେଶ୍ୱର : ପ୍ରଥମେ ପ୍ରଶାନ୍ତ, ପରେ ସୌମ୍ୟରଞ୍ଜନ ଓ ଶେଷରେ ଅଚ୍ୟୁତ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଜଣଙ୍କ ପରେ ଜଣେ ବିଜେଡିର ଏ ତିନି ପ୍ରାର୍ଥୀ ଦାଖଲ କରିଛନ୍ତି ନାମାଙ୍କନ ପତ୍ର। ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ। ତିନି ଜଣଙ୍କ ପାଇଁ ପ୍ରସ୍ତାବକ ହୋଇଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ। ପ୍ରତ୍ୟେକ ପ୍ରାର୍ଥୀ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ୨ଟି ଲେଖାଏଁ ସେଟ୍ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ, ପ୍ରତି ସେଟ୍‌ରେ […]

  • Thursday, 10 June 2021
ଆଜି ଅନ୍ତର୍ଜାତୀୟ ମହିଳା ଦିବସ
ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର: ମାଆ ହୋଇ ସେ ବାତ୍ସଲ୍ୟ ସ୍ନେହ ଅଜାଡ଼ି ଦିଏ ତ ପତ୍ନୀ ରୂପରେ ଜୀବନରେ ପ୍ରେମର ଫଲଗୁ ଆଣେ। ଘରର ଚାରିକାନ୍ଥ ବାହାରେ ବି ସେ ନିଜ ଦକ୍ଷତାର ପ୍ରମାଣ ଦେଖାଇପାରିଛି। କୁହାଯାଏ ନାରୀ ଯେବେ ସଶକ୍ତ ହୁଏ, ସେ ସଶକ୍ତ କରି ତୋଳେ ନିଜ ଚତୁର୍ପାର୍ଶ୍ୱକୁ କେବେ ସମୃଦ୍ଧି, କେବେ ଶକ୍ତି, କେବେ ଜ୍ଞାନ, କେବେ ବଳ ତ ଆଉ କେବେ ବିଜୟ ଲାଗି ସେ ପୂଜା ପାଇଥାଏ।  ପୁରୁଷ କୈନ୍ଦ୍ରିକ ସମାଜ ସହ […]

  • Thursday, 10 June 2021