• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

police
ଚାଲିଯିବ ପୋଲିସ ଚାକିରି

୭ରେ ତାଗିଦ୍‌, ୨୦ରେ କାର୍ଯ୍ୟାନୁଷ୍ଠାନ । ଏଥର ସାବାଡ୍‌ ଓଡ଼ିଶା ପୋଲିସ । ଚଳିତ ମାସ ନୂଆପଲ୍ଲୀ ଥାନା ଉଦ୍‌ଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିବା ଏହି ଦୁଇ ପଦ କଥାକୁ ଏବେ ଅକ୍ଷରେ ଅକ୍ଷରେ ପାଳନ କରିଛି ଓଡ଼ିଶା ପୋଲିସ ବିଭାଗ ।

  • Saturday, 22 March 2025
murder
ଆମ ଜ୍ୱାଇଁ ସୁନାମୁଣ୍ଡା ଝିଅକୁ ଫାଶୀ ଦିଅ

ଦିଅ ଆମ ଝିଅକୁ ଫାଶୀ ଦେଇଦିଅ। ତାର ଏ ଦୁନିଆରେ ବଞ୍ଚିବାର ଅଧିକାର ନାହିଁ ଆମ ଜ୍ୱାଇଁକୁ ମାରି ଟିକ ଟିକ କରି କାଟିଦେଲା ଏକଥା କହୁଛନ୍ତି ଖୋଦ ଜନ୍ମ କଲା ମାଆ ବାପା। ମେରୁଟର ମରଚାଣ୍ଟ ନାଭି ଅଫିସର ସୌରଭ ହତ୍ୟାକାଣ୍ଡରେ ମୁସ୍କାନଙ୍କୁ ଫାଶୀ ଦାବି ।

  • Saturday, 22 March 2025
bjd
ଚେନ୍ନାଇରେ ଚାଲ୍‌ କରୁଛି ବିଜେଡି

ଚେନ୍ନାଇ ଗଲା ବିଜେଡି । ବିଜେପି ବିରୋଧରେ ବାନ୍ଧିବ ମେଳି । ବସିବ ବୈଠକ, ରାଜନୀତି ପାଇଁ କଷିବ ଅଙ୍କ । ଶନିବାର ଦିନ ଚେନ୍ନାଇରେ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ଚେନ୍ନାଇ ଯାଇଛନ୍ତି ବିଜେଡି ପ୍ରତିନିଧି । ଡିଲିମିଟେସନ ନେଇ ଏହି ବୈଠକ ହେବାକୁ ଯାଉଛି ।

  • Saturday, 22 March 2025
Naba Das
ବୋଥ୍ରାଙ୍କ ପାଖରେ ସବୁ ପ୍ରମାଣ !

ତଦନ୍ତ କରି କ’ଣ ଖୋଜୁଛି କ୍ରାଇମବ୍ରାଞ୍ଚ ? ୪ ଦିନ ହେଲା କରୁଛି ତନାଘନା । ଏୟାରପୋର୍ଟ, ହସ୍ପିଟାଲ ଓ କ୍ରାଇମ୍‌ସ୍ପଟରେ ଖୋଜୁଛି କ’ଣ ? ୨ର୍ଷ ତଳର ପ୍ରମାଣ କ’ଣ ଏବେ ମିଳିଯିବ ? କାରଣ ଜାମୁକୋଳି ଗପ ରଚୟିତାଙ୍କ ନାହିଁ ଦେଖା । ନିଶରେ ତେଲ ମାରି ବୁଲୁଛନ୍ତି ଅରୁଣ ବୋଥ୍ରା । ଇନଭେଷ୍ଟିଗେସନ ଅଫିସର ରମେଶ ଦୋରା ଏବେ କେଉଁଠି ?

  • Saturday, 22 March 2025
PEO
ସରକାରୀ ପଇସାରେ ୪୩ ଲକ୍ଷର ଜୁଆ ଖେଳ

ସରକାରୀ ପଇସା ନେଇ ଜୁଆ ଖେଳୁଥିଲେ PEO। ସରପଞ୍ଚଙ୍କ ଜାଲ ଦସ୍ତଖତ କରି ଉଠାଇନେଲେ ୪୩ ଲକ୍ଷ ଟଙ୍କା। ବେଟିଂ ଆପରେ ଲଗାଇ ଉଡାଉଥିଲେ ସରକାରୀ ଟଙ୍କା। ବାବୁଙ୍କୁ ଘାରିଥିଲା ରାତାରାତି କୋଟିପତି ହେବା ସ୍ୱପ୍ନ ।

  • Saturday, 22 March 2025
ଛାତ୍ରୀ ଆତ୍ମହତ୍ୟା, ଦାୟୀ ହେବେ କିଟ୍‌?
ଛାତ୍ରୀ ଆତ୍ମହତ୍ୟା: ଦାୟୀ ହେବ କିଟ୍‌ ?

ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ଯୌନ ଶୋଷଣ ନେଇ କିଟ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମୃତ ନେପାଳୀ ଛାତ୍ରୀ । ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ସାମ୍ନାକୁ ଆସିଛି ଏମିତି ସାଙ୍ଘାତିକ ତଥ୍ୟ ।

  • Friday, 21 March 2025
ନିଆଁ ଖୋଲିଲା ଜଜ୍‌ଙ୍କ କଳା ଗୁମର !
ନିଆଁ ଖୋଲିଦେଲା କି ନ୍ୟାୟାଧୀଶଙ୍କ କଳା ଗୁମର ?

ଏଭଳି ଦାଗ ଲାଗିଥିବା ବିଚାରପତିଙ୍କୁ କାହିଁକି ଆମ ପାଖକୁ ପଠାଯାଉଛି, ଆମେ କ’ଣ ଡଷ୍ଟବିନ୍ ବୋଲି ପ୍ରଶ୍ନ କରିଛି ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ୍ । ଯାହାକି ନ୍ୟାୟପାଳିକା ଭିତରେ ବି ଝଡ଼ ସୃଷ୍ଟି କରିଛି ।

  • Friday, 21 March 2025
ହଟୁନି ଶିକ୍ଷାରମ୍ଭ ବୟସ ଦ୍ୱନ୍ଦ
RTE ପାରଦର୍ଶୀ ପୋର୍ଟାଲରେ ବୟସ ଆବେଦନ ଦ୍ବନ୍ଦ୍ବ

RTE ପାରଦର୍ଶୀ ପୋର୍ଟାଲରେ ବୟସ ଆବେଦନ ଦ୍ବନ୍ଦ୍ବ । ଗୋଟିଏ ରାଜ୍ୟରେ ଦୁଇଟି ନିୟମକୁ ନେଇ ଅଭିଭାବକ କ୍ଷୁବ୍ଧ।

  • Friday, 21 March 2025
ଥଣ୍ଡା ବୋତଲରେ ଚୋରାମଦ ଫଣ୍ଡା
କାଲି ବେସନ ପ୍ୟାକେଟ୍...ଆଜି ଥଣ୍ଡା ବୋତଲ

ମଦ ତ ମଦ, ପୁଣି କୋଲ୍ଡ ଡ୍ରିଙ୍କସ ବୋତଲରେ ମଦ...ଏକ ବ୍ରାଣ୍ଡେଡ୍ କମ୍ପାନୀର କୋଲ୍ଡ ଡ୍ରିଙ୍କସ ବୋତଲର ଏସବୁ ଦୃଶ୍ୟ ଦେଖିଲେ ଲାଗୁନି ତାହାରି ଭିତରେ ଥିବ ହାନୀକାରକ ଦେଶୀ ମଦ ।

  • Friday, 21 March 2025
ଭକ୍ତଙ୍କ ନିର୍ଦ୍ଦେଶରେ ଗୃହ ଅଚଳ !
ବିଧାନସଭାରେ କାହିଁକି କଂଗ୍ରେସର ଉଗ୍ରରୂପ

ତୁରୀ ଫୁଙ୍କିଲେ, ବଇଁଶୀ ବଜେଇଲେ, କଳା ପୋଷାକ ପିନ୍ଧି ଘଣ୍ଟଘଣ୍ଟା ପିଟିଲେ । ଗୃହ ଭିତରେ ହଟ୍ଟଗୋଳ, ଗୃହ ବାହାରେ ପରିକ୍ରମା । ଗତକାଲି ହୁଇସିଲ୍ ବଜାଇବା ପରେ ଆଜି କଂଗ୍ରେସ ବିଧାୟକଙ୍କ ଏଭଳି ହୁଲ୍ଲଡବାଜିରୁ ପୁଣି ଧୋଇଗଲା ପ୍ରଶ୍ନକାଳ ।

  • Friday, 21 March 2025
କାହିଁକି ମହାକାଶରେ ମୁକୁଳା ରହୁଥିଲା ସୁନୀତାଙ୍କ କେଶ ?
କାହିଁକି ମହାକାଶରେ ମୁକୁଳା ରହୁଥିଲା ସୁନୀତାଙ୍କ କେଶ?

ସୁନୀତା ୱିଲିୟମ୍ସ କାହିଁକି ମହାକାଶରେ କେଶ ବାନ୍ଧୁ ନଥିଲେ। କେଉଁ କାରଣରୁ କେଶ ମୁକୁଳା ରଖୁଥିଲେ ସୁନୀତା?

  • Friday, 21 March 2025
ଯୌନ ନିର୍ଯାତନା ଅଭିଯୋଗ ଶୁଣି ଚୁପଥିଲେ ?
ଯୌନ ନିର୍ଯାତନା ଅଭିଯୋଗ ଶୁଣି ଚୁପ୍‌ ଥିଲେ ?

ଏଇଠି ପ୍ରଶ୍ନ ୧୧ ମାସ ଧରି ଯୌନ ଶୋଷଣର ଅଭିଯୋଗ ଉପରେ କିଟ କର୍ତ୍ତୃପକ୍ଷ କରୁଥିଲେ କ‘ଣ ? ଅଭିଯୁକ୍ତ ଛାତ୍ର ଅଦ୍ବିକ ଶ୍ରୀବାସ୍ତବକୁ ପଚରାଉଚରା ହୋଇଥିଲା କି ?

  • Friday, 21 March 2025
ଘରେ ଲାଗିଲା ନିଆଁ, ଜଜ୍‌ଙ୍କ ମୁଖା ଖୋଲିଲା
ଘରେ ଲାଗିଲା ନିଆଁ, ଜଜ୍‌ଙ୍କ ମୁଖା ଖୋଲିଲା

ରିପୋର୍ଟ ଅନୁସାରେ, ଜଷ୍ଟିସ୍ ବର୍ମା ଦିଲ୍ଲୀର ଏକ ଆବାସିକରେ ପରିବାର ସହ ରହୁଥିଲେ। ଗୁରୁବାର ଯଶୱନ୍ତ ବର୍ମାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।

  • Friday, 21 March 2025
ବ୍ୟାଙ୍କ୍‌ ଧର୍ମଘଟ
୨୪, ୨୫ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ୟୁଏଫବିୟୁର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ରହିଛି ନିଯୁକ୍ତି, ଚାକିରି ସୁରକ୍ଷା ଏବଂ ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ। ଦାବି ଗୁଡ଼ିକର ବିଚାର ନେଇ ଚିଫ୍ ଲେବର କମିଶନରଙ୍କ ସହ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରହିଥିବା କୁହାଯାଉଛି।

  • Friday, 21 March 2025
କୋଲ୍ଡ ଡ୍ରିଙ୍କସ୍‌ ବୋତଲରେ ମଦ
କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଦେଶୀ ମଦ କାରବାର

୨୦୦ କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଦେଶୀ ମଦ ପ୍ୟାକ୍ କରି ବିକ୍ରି ପାଇଁ ନେଇ ଯାଉଥିବାବେଳେ ଖବର ପାଇ ଧରିଛି ଅବକାରୀ ବିଭାଗ ।

  • Friday, 21 March 2025
Rairangpur
କିନ୍ନରଙ୍କ ଲଙ୍କାକାଣ୍ଡ, ଆସିଲେ ଥାନା ଗୁଣ୍ଡ କଲେ

ଦଳଦଳ ହୋଇ ଆସିଲେ। ଥାନାରେ ପଶିଲେ। ସବୁ ଚୁରମାର କରିଦେଲେ। କିଏ ଚେୟାର ଧରି ରାସ୍ତାରେ କଚାଡ଼ିଲା ତ ଆଉ କିଏ ଟେବୁଲ ଧରି କରିଲା ତାଣ୍ଡବ। ଖାଲି ସେତିକି ନୁହେଁ ଥାନାରେ ଲାଗିଥିବା ଫୁଲ କୁଣ୍ଡକୁ ଛାଡ଼ିଲେନି, ଭାଙ୍ଗିଦେଲେ। ଫାଇଲ ପତ୍ର ସବୁ ରାସ୍ତା ଉପରେ ଫିଙ୍ଗିଦେଲେ।

  • Friday, 21 March 2025
TelanganaPolice
୨୫ ଟପ୍ ସେଲିବ୍ରେଟିଙ୍କ ନାଁରେ ତେଲେଙ୍ଗାନା ପୋଲିସର FIR

ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ ବିବାଦ ଏଯାଏଁ ଥମିନଥିବା ବେଳେ ଟଲିଉଡରେ ମୁଣ୍ଡ ଟେକିଛି ଆଉ ଏକ ବିବାଦ । ତେଲୁଗୁ ସିନେମାର ୨୫ ଜଣ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ କରିଛି ତେଲେଙ୍ଗାନା ପୋଲିସ । ସୁପରଷ୍ଟାର ବିଜୟ ଦେବ୍ରକୋଣ୍ଡା ଓ ପ୍ରକାଶ ରାଜଙ୍କ ନାଁରେ ବି ପୋଲିସ୍ କେସ୍ । ଅଭିନେତ୍ରୀ ନିଧି ଅଗ୍ରୱାଲ, ଅନନ୍ୟା ନାଗଲା, ପ୍ରଣୀତା ଓ ଶ୍ରୀମୁଖୀ ନାଁରେ ବି ମାମଲା ।

  • Friday, 21 March 2025
koraput
କୋରାପୁଟ ପ୍ରେମରେ ପ୍ରିୟଙ୍କା ଚୋପ୍ରା

କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୋସିଆଲ ମିଡିଆରେ ସେୟାର କଲେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । କୋରାପୁଟରେ ଫିଲ୍ମ ସୁଟିଂ ପରେ ମୁମ୍ବାଇ ଫେରିଛନ୍ତି ପ୍ରିୟଙ୍କା । ହେଲେ ଦେଓମାଳିର ଦେଶୀଆ ରାସ୍ତା, ସବୁଜିମା ଓ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭୁଲିପାରିନାହାନ୍ତି । ବାଟରୁ କିଣିଛନ୍ତି ପାଚିଲା ପିଜୁଳି, ଭିଡିଓ ଜାରି କରି ପିଜୁଳି ବିକୁଥିବା ମହିଳାଙ୍କୁ କରିଛନ୍ତି ପ୍ରଶଂସା ।

  • Friday, 21 March 2025
 NaveenPatnaik
ନବୀନଙ୍କୁ କିଏ ପାଗଳ କରି ରଖିଥିଲା ?

ନବୀନଙ୍କୁ କିଏ ପାଗଳ କରି ରଖିଥିଲା ? ମେଡିସିନି ଦେଇ ନବୀନଙ୍କୁ ରଖିଥିଲେ କି ପାଣ୍ଡିଆନ ? ସେ ସମୟରେ ସେ କିଛି ଜାଣି ପାରୁ ନଥିଲେ, ଫ୍ଲାଇଙ୍ଗ କିସ ଠୁ ଆରମ୍ଭ କରି ଆଖି ମାରୁଥିଲେ ।

  • Friday, 21 March 2025
Cyber Fraudster
ମୋବାଇଲରେ ବାନ୍ଧିଲେ ୨୦କୋଟି ଲୁଟିନେଲେ

ସାଇବର ଠକଙ୍କ ବୁଢ଼ିଆଣୀ ଜାଲରେ ଫଶିଛନ୍ତି ଏଥର ଜଣେ ମୁମ୍ବାଇର ୮୬ ବର୍ଷୀୟା ବୃଦ୍ଧା। ସିବିଆଇ ଅଫିସର ସାଜି ଖାଲି କରିଦେଇଛନ୍ତି ତାଙ୍କ ଆକାଉଣ୍ଟ। ୨ ମାସ ଧରି ଡିଜାଟାଲ ଆରେଷ୍ଟ କରି ଡରାଇ, ଧମକାଇ ଚଳୁ କରି ଦେଇଛନ୍ତି ୨୦ କୋଟି ଟଙ୍କା।

  • Friday, 21 March 2025
Police
ଅଧା ରହିଗଲା ପୋଲିସ ଚାକିରୀ ସ୍ୱପ୍ନ, ଜୀବନ ନେଇଗଲା ଗାଁ ପୋଖରୀ

ମାଆର ବିକଳ କାନ୍ଦରେ ଥରି ଉଠୁଛି ଘର। ଛାତି ପିଟି ପିଟି ସେ ଭୁଇଁରେ ଗଡ଼ିଯାଉଛି। ପୁଅ ପୋଲିସ ଚାକିରୀ ପାଇଥିଲା, ୨ଦିନରେ ଜଏନିଂ ଥିଲା। ହେଲେ ଜୀବନ ନେଇଗଲା ଗାଁ ପୋଖରୀ ।

  • Friday, 21 March 2025
 DhanashreeVerma
ଧନଶ୍ରୀ ନେଇଗଲେ ୪କୋଟି ୭୪ ଲକ୍ଷ

ଚହଲ-ଧନଶ୍ରୀଙ୍କ ଛାଡପତ୍ରରେ ବାଜିଲା କୋର୍ଟଙ୍କ ମୋହର। ଭରଣ ପୋଷଣ ପାଇଁ ଚହଲ ଦେବେ ୪.୭୫ କୋଟି ଟଙ୍କା। ପ୍ରଥମ କିସ୍ତି ହିସାବରେ ୨.୩୭ କୋଟି ଟଙ୍କା ଦେଲେ ଚହଲ ।

  • Friday, 21 March 2025
OAS
OAS ପାଇବା ପରେ ଠକିଦେଲେ

OAS ବାବୁଙ୍କ ଲଭ୍, ସେକ୍ସ୍, ଧୋକା। ଭଲପାଇ ବାହା ହେଲେ, ଶାରୀରିକ ସମ୍ପର୍କ ରଖିଲେ। ତିନି ତିନିଟା ଗର୍ଭ ନଷ୍ଟ କଲେ। OAS ପାଇବା ପରେ ଠକିଦେଲେ ।

  • Friday, 21 March 2025
Rape
ମୋ ଝିଅକୁ ବଳାତ୍କାର କଲେ, ମାରିଦେଲେ

୫ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲା। ଦୀଶାଙ୍କ ବାପା ଆଣିଛନ୍ତି ସାଂଘାତିକ ଅଭିଯୋଗ। ଝିଅ ସହ ଦୁଷ୍କର୍ମ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

  • Friday, 21 March 2025
Pakhala Dibasa
ବିଲହୁଡ଼ାରୁ ବଡ଼ ରେସ୍ତୋରାଁରେ ମହକିଲା ପଖାଳ

ମୁଖ୍ୟମନ୍ତ୍ରୀ, ବାଚସ୍ପତି ସୁରମା ପାଢ଼ୀଙ୍କ ସହ ବହୁ ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ପଖାଳର ଆନନ୍ଦ ନେଇଥିଲେ । ପରେ ସୋସିଆଲ ମିଡିଆରେ ପୋଷ୍ଟକରି ଲେଖିଛନ୍ତି ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆତ୍ମା । ଓଡ଼ିଆ ଖାଦ୍ୟ ସଂସ୍କୃତିରେ ପଖାଳର ବିକଳ୍ପ ନାହିଁ ।

  • Thursday, 20 March 2025