Advertisment

କାଲିଥିଲା ଛାଡ଼ଖାଇ, ହେଲେ ଆଜି ଆମିଷ ମାର୍କେଟରେ ଭିଡ଼

ଭୁବନେଶ୍ୱର: ଆଜି ଆମିଷ ମାର୍କେଟରେ ଭିଡ଼ ଜମିବା ନେଇ ଆଶା କରାଯାଉଛି। କାରଣ ଗତକାଲି ଛାଡ଼ଖାଇ ଥିଲେ ମଧ୍ୟ ମଙ୍ଗଳବାର ଥିବାରୁ ମାର୍କେଟରେ କାଁ ଭାଁ ଭିଡ଼ ଦେଖିବାକୁ ମିଳିଥିଲା। ହେଲେ ଆଜି ବୁଧବାର ଆମିଷବାର ଥିବାରୁ ମାର୍କେଟରେ ଅହେତୁକ ଭିଡ଼ ହୋଇପାରେ। ଧର୍ମମାସ କାର୍ତ୍ତିକରେ ପୁରା ମାସ ଯାକ ନିରାମିଷ ଭୋଜନ ପରେ ଗତକାଲି ସକାଳୁ ସକାଳୁ ଆମିଷ ମାର୍କେଟକୁ ଧାଇଁ ଆସିଥିଲେ ଲୋକେ। ହେଲେ ସେତେଟା ଭିଡ଼ ପରିଲିକ୍ଷିତ ହୋଇନଥିଲା। ଆଜି ବୁଧବାର ଥିବାରୁ […]

ଅଦ୍ୟତନ ହୋଇଛି
କାଲିଥିଲା ଛାଡ଼ଖାଇ, ହେଲେ ଆଜି ଆମିଷ ମାର୍କେଟରେ ଭିଡ଼

1

Advertisment

ଭୁବନେଶ୍ୱର: ଆଜି ଆମିଷ ମାର୍କେଟରେ ଭିଡ଼ ଜମିବା ନେଇ ଆଶା କରାଯାଉଛି। କାରଣ ଗତକାଲି ଛାଡ଼ଖାଇ ଥିଲେ ମଧ୍ୟ ମଙ୍ଗଳବାର ଥିବାରୁ ମାର୍କେଟରେ କାଁ ଭାଁ ଭିଡ଼ ଦେଖିବାକୁ ମିଳିଥିଲା। ହେଲେ ଆଜି ବୁଧବାର ଆମିଷବାର ଥିବାରୁ ମାର୍କେଟରେ ଅହେତୁକ ଭିଡ଼ ହୋଇପାରେ।

Advertisment

ଧର୍ମମାସ କାର୍ତ୍ତିକରେ ପୁରା ମାସ ଯାକ ନିରାମିଷ ଭୋଜନ ପରେ ଗତକାଲି ସକାଳୁ ସକାଳୁ ଆମିଷ ମାର୍କେଟକୁ ଧାଇଁ ଆସିଥିଲେ ଲୋକେ। ହେଲେ ସେତେଟା ଭିଡ଼ ପରିଲିକ୍ଷିତ ହୋଇନଥିଲା।

ଆଜି ବୁଧବାର ଥିବାରୁ ଛାଡ଼ଖାଇକୁ ଆଖି ଆଗରେ ରଖି ବ୍ୟବସାୟୀମାନେ ମଧ୍ୟ ପ୍ରସ୍ତୁତ ହୋଇଯାଇଛନ୍ତି। ରୋହି, ଭାକୁର, ମିରିକାଳି, ଚିକେନ୍‌, ମଟନ୍ ସାଙ୍ଗକୁ ବ୍ୟବସାୟୀ ଅଧିକ ଚିଙ୍ଗୁଡ଼ି ଆଣି ରଖିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ