Advertisment

ଓଟିଭି ଏକ୍‌ଜିଟ୍‌ ପୋଲ୍‌ର ବିଶ୍ୱସନୀୟତାକୁ ଦର୍ଶକଙ୍କ ପସନ୍ଦ

ଭୁବନେଶ୍ୱର: ଆଜି ସରିଛି ୭ମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ସବୁଥର ପରି ଏଥର ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ କରାଯାଇଥିଲା। ଓଡ଼ିଶାରେ ଥିବା ପ୍ରାଦେଶିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟ ଏକ୍‌ଜିଟ୍‌ ପୋଲ୍‌ କରିଥିବା ବେଳେ ଏ କ୍ଷେତ୍ରରେ ଓଟିଭି ସର୍ବାଗ୍ରେ ରହିଛି। ସାଧାରଣ ଦର୍ଶକଙ୍କ ବିଶ୍ୱାସ ଏଥର ମଧ୍ୟ ସାଉଁଟିଛି ଓଟିଭି। ସବୁଥର ପରି ଏଥର ମଧ୍ୟ ଓଟିଭିର ଏକ୍‌ଜିଟ୍‌ ପୋଲକୁ ଭଲ ରେସ୍‌ପନ୍ସ ମିଳିଛି। ବିଶ୍ୱସନୀୟତା ଓ ତଥ୍ୟଭିତ୍ତିକ ବିଶ୍ଲେଷଣ […]

ଓଟିଭି ଏକ୍‌ଜିଟ୍‌ ପୋଲ୍‌ର ବିଶ୍ୱସନୀୟତାକୁ ଦର୍ଶକଙ୍କ ପସନ୍ଦ

xt

Advertisment

ଭୁବନେଶ୍ୱର: ଆଜି ସରିଛି ୭ମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ସବୁଥର ପରି ଏଥର ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ କରାଯାଇଥିଲା। ଓଡ଼ିଶାରେ ଥିବା ପ୍ରାଦେଶିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟ ଏକ୍‌ଜିଟ୍‌ ପୋଲ୍‌ କରିଥିବା ବେଳେ ଏ କ୍ଷେତ୍ରରେ ଓଟିଭି ସର୍ବାଗ୍ରେ ରହିଛି। ସାଧାରଣ ଦର୍ଶକଙ୍କ ବିଶ୍ୱାସ ଏଥର ମଧ୍ୟ ସାଉଁଟିଛି ଓଟିଭି। ସବୁଥର ପରି ଏଥର ମଧ୍ୟ ଓଟିଭିର ଏକ୍‌ଜିଟ୍‌ ପୋଲକୁ ଭଲ ରେସ୍‌ପନ୍ସ ମିଳିଛି। ବିଶ୍ୱସନୀୟତା ଓ ତଥ୍ୟଭିତ୍ତିକ ବିଶ୍ଲେଷଣ ପାଇଁ ଓଟିଭି ନିଜର ୧ନଂ ସ୍ଥାନ ବଜାୟ ରଖିଛି।

Advertisment

ସୋଶାଲ ମିଡିଆରେ ସର୍ବାଧିକ ଲୋକେ ଓଟିଭିକୁ ଫଲୋ କରୁଛନ୍ତି। ଲାଇକ୍‌, ସେୟାର ଓ କମେଣ୍ଟ ମଧ୍ୟ ଓଟିଭିକୁ ସର୍ବାଧିକ ମିଳିଛି। କିଛି ଓଡ଼ିଆ ଟିଭି ଚ୍ୟାନେଲ ପ୍ରଥମଥର ପାଇଁ ଏକ୍‌ଜିଟ୍‌ ପୋଲ୍‌ କରୁଥିବା କହୁଥିଲେ ମଧ୍ୟ ଦର୍ଶକମାନେ ତାକୁ ଗ୍ରହଣ କରି ନାହାନ୍ତି। କାରଣ ଏହା ପୂର୍ବରୁ ଅନେକ ଥର ଓଟିଭି ସଫଳତାର ସହ ଏହି କାର୍ଯ୍ୟ ସମ୍ପାଦନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ