buchi
Advertisment
ବ୍ରହ୍ମପୁର : ଗଞ୍ଜାମରେ ପୁଣି ଏନ୍କାଉଣ୍ଟର । ପୋଲସରା କାକୁଡିଆଇ ଜଙ୍ଗଲରେ ପୋଲିସର ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଅାହତ ହୋଇଛି ।
Advertisment
ବୁଚିର ୨ଟି ଗୋଡ଼ରେ ଗୁଳି ବାଜିବାରୁ ସେ ଅାହତ ହୋଇଛି । ଚିକିତ୍ସା ନିମନ୍ତେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତା’ଠାରୁ ଗୋଟିଏ ମାଉଜର, ୨ ଅଫୁଟା ଗୁଳି ଓ ବାଇକ୍ ଅାଦି ଜବତ କରାଯାଇଛି । ବୁଚି ନାଁରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ରହିଥିବା ନେଇ ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/buchi_1626430391.jpg)