Advertisment

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦,୯୩୯ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଆଜି ଦୈନିକ କରୋନା ସଂକ୍ରମଣ ହାରରେ ସାମାନ୍ୟ ହ୍ରାସ ପାଇଛି । ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୯୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୧୭୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୭୬୧। ଆଜି ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତା ପଛକୁ ରହିଛି କଟକ । ଏଠାରେ ୯୨୨ ପଜିଟିଭ […]

୨୪ ଘଣ୍ଟାରେ ଚିହ୍ନଟ  ହେଲେ ୧୦,୯୩୯ କରୋନା ରୋଗୀ

corona testing

Advertisment

ଭୁବନେଶ୍ୱର: ରାଜ୍ୟରେ ଆଜି ଦୈନିକ କରୋନା ସଂକ୍ରମଣ ହାରରେ ସାମାନ୍ୟ ହ୍ରାସ ପାଇଛି । ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୯୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୧୭୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୭୬୧। ଆଜି ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି।

Advertisment

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତା ପଛକୁ ରହିଛି କଟକ । ଏଠାରେ ୯୨୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଅନୁଗୁଳରୁ ୮୧୯, ବାଲେଶ୍ୱରରୁ ୩୬୧, ଭଦ୍ରାକରୁ ୩୨୩, ବଲାଙ୍ଗୀରରୁ ୧୯୫, ବୌଦ୍ଧରୁ ୩୮୫, ଦେବଗଡରୁ ୧୦୦, ଢେଙ୍କାନାଳରୁ ୭୬୩, ଗଜପତିରୁ ୪୩, ଗଂଜାମରୁ ୨୫୪, ଜଗତସିହପୁରରୁ ୨୯୧, ଯାଜପୁରରୁ ୫୪୧, ଝାରସୁଗୁଡ଼ାରୁ ୧୯୧, କଳାହାଣ୍ଡିରୁ ୨୪୪, କନ୍ଧମାଳରୁ ୭୭, କେନ୍ଦ୍ରାପଡ଼ାରୁ ୩୨୩, କେନ୍ଦୁଝରରୁ ୧୭୬, କୋରାପୁଟରୁ ୨୪୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ସେହିପରି ମାଲକାନଗିରିରୁ ୧୦୩, ମୟୁରଭଞ୍ଜରୁ ୬୦୪, ନବରଂଗପୁରରୁ ୩୬୨, ନୟାଗଡରୁ ୨୨୫, ନୂଆପଡ଼ାରୁ ୬୪, ପୁରୀରୁ ୪୫୬, ରାୟଗଡ଼ାରୁ ୧୫୬, ସମ୍ବଲପୁରରୁ ୩୧୯, ସୋନପୁରରୁ ୨୩୧, ସୁନ୍ଦରଗଡରୁ ୫୧୨ ଏବଂ ଷ୍ଟେଟ ପୁଲରୁ ୨୧୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Advertisment

ରାଜ୍ୟରେ ବର୍ତମାନ ସୁଦ୍ଧ। ୧,୧୪,୩୭,୩୩୭ ନମୁନା ପରୀକ୍ଷ। ହୋଇଥିବାବେଳେ ପଜିଟିଭ ସଂଖ୍ୟା ଅଛି ୭,୧୪,୩୮୦ ।  ୬,୦୧,୨୨୪ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ କେଶ ଅଛି ୧,୧୦,୫୫୪।

Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ