Advertisment

ପୁଣି ମହଙ୍ଗା ହେଲା LPG ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ:ପୁଣି ବଢିଲା ଏଲପିଜି ଦାମ୍‌। ୧୪.୨ କିଲୋ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି। ସେହିପରି  ୫ କିଲ ସିଲିଣ୍ଡରର ଦାମ ୧୮ ଟଙ୍କା ବଢିଛି। ସେହିପରି ୧୯ କିଲ ସିଲିଣ୍ଡରର ଦାମ ୩୬.୫୦ ପଇସା ବୃଦ୍ଧି ପାଇଛି। ଦେଶର ସବୁଠାରୁ ବଡ ତୈଳ କମ୍ପାନୀ ଆଇଓସିଙ୍କ କହିବା ଅନୁଯାୟୀ, ଦିଲ୍ଲୀରେ ବିନା ସବ୍‌ସିଡିରେ ମିଳୁଥି ୧୪.୨ କିଲ  ସିଲିଣ୍ଡରର ଦାମ୍ ୬୪୪ ହୋଇଥିବାବେଳେ ଚେନ୍ନାଇରେ ଏହାର ଦାମ୍ ୬୬୦ ହୋଇଛି। ସେହିପରି […]

ପୁଣି ମହଙ୍ଗା ହେଲା LPG ଗ୍ୟାସ ସିଲିଣ୍ଡର

lpg

Advertisment

ନୂଆଦିଲ୍ଲୀ:ପୁଣି ବଢିଲା ଏଲପିଜି ଦାମ୍‌। ୧୪.୨ କିଲୋ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି। ସେହିପରି  ୫ କିଲ ସିଲିଣ୍ଡରର ଦାମ ୧୮ ଟଙ୍କା ବଢିଛି। ସେହିପରି ୧୯ କିଲ ସିଲିଣ୍ଡରର ଦାମ ୩୬.୫୦ ପଇସା ବୃଦ୍ଧି ପାଇଛି।

Advertisment

ଦେଶର ସବୁଠାରୁ ବଡ ତୈଳ କମ୍ପାନୀ ଆଇଓସିଙ୍କ କହିବା ଅନୁଯାୟୀ, ଦିଲ୍ଲୀରେ ବିନା ସବ୍‌ସିଡିରେ ମିଳୁଥି ୧୪.୨ କିଲ  ସିଲିଣ୍ଡରର ଦାମ୍ ୬୪୪ ହୋଇଥିବାବେଳେ ଚେନ୍ନାଇରେ ଏହାର ଦାମ୍ ୬୬୦ ହୋଇଛି। ସେହିପରି କୋଲକାତାରେ ୬୭୦,୫୦ ପଇସା  ଏବଂ ମୁମ୍ବାଇରେ ୬୪୪ ଟଙ୍କା ଥିବା  ଜଣାଯାଇଛି।

ସୂଚନାଥାଉ କି, ଏହା ପୂର୍ବରୁ୨୦୨୦ ଡିସେମ୍ବର ୧ ରେ LPG Gas Cylinder ଦର ବୃଦ୍ଧି ଘଟିଥିଲା। ୧୯ କିଲ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୫୫ ଟଙ୍କା ବୃଦ୍ଧି ଘଟିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ