ଅଦ୍ୟତନ ହୋଇଛି
Advertisment
- ଭୁବନେଶ୍ୱର: ଜୁଲାଇ ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଘୋଷଣା:୧୭ ଜିଲ୍ଲାରେ ସଂଧ୍ୟା ୫ ଯାଏ ସବୁ ଦୋକାନ ଖୋଲିବାକୁ ଅନୁମତି ଥିଲା। ଆଉ ୩ ଜିଲ୍ଲା ଏଥିରେ ସାମିଲ ହେଲା
- ୩ ଜିଲ୍ଲାରେ ପଜିଟିଭିଟି ରେଟ୍ ୫%କୁ କମିଥିବାରୁ କାଟେଗୋରୀ Aକୁ ଗଲେ। ସଂକ୍ରମଣ କମିଥିବା ୨୦ଟି ଜିଲ୍ଲା କାଟେଗୋରୀ Aରେ ସାମିଲ
- ପଜିଟିଭିଟି ରେଟ ୫%ରୁ ଅଧିକ ଥିବା ବାକି ୧୦ ଜିଲ୍ଲା କାଟେଗୋରୀ Bରେ। ସ୍ଥିତି ଦେଖି ଗ୍ରାଜୁଆଲି ଅନଲକ୍ ଆରମ୍ଭ କରାଯିବାକୁ ସରକାରଙ୍କ ନିଷ୍ପତ୍ତି
- କାଟେଗୋରୀ Aରେ ଥିବା ୨୦ ଜିଲ୍ଲାରେ ଦୋକାନ ବଜାର ଖୋଲିବ। ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଦୋକାନ ଖୋଲିବ। ସପିଙ୍ଗ ମଲ, ପାର୍ଲର ଆଦି ଛାଡ଼ି ଆଉ ସବୁ ଦୋକାନ ଖୋଲିବ। ୨୦ ଜିଲ୍ଲାରେ ଧାର୍ଯ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ
- ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଅଲିମ୍ପିକ ଟିକେଟ୍; ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କଲେ ଦୂତୀ, ୱାର୍ଲଡ ରାଙ୍କିଙ୍ଗ ଆଧାରରେ ଚୟନ ହେଲେ ଦୂତୀ
- ଭୁବନେଶ୍ୱର: ରାଜ୍ୟରେ ୫ ବର୍ଷରୁ କମ୍ ଶିଶୁଙ୍କୁ ପିସିଭି ଟିକାକରଣ ଶୁଭାରମ୍ଭ
- ନୂଆଦିଲ୍ଲୀ:ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା।
- ଭୁବନେଶ୍ୱର: ଜମି ଦେବା ନାଁରେ ୭୦ ଲକ୍ଷ ଠକେଇ ଅଭିଯୋଗ। ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ଗିରଫ ହେଲେ ଜନୈକ ବିଲ୍ଡର
- କଟକଣା କୋହଳ ନେଇ DMET ସିବିକେ ମହାନ୍ତିଙ୍କ ସୂଚନା-ଜୀବିକା ପାଇଁ ନିଶ୍ଚିତ ଭାବେ କଟକଣା କୋହଳ ହେବା ଆବଶ୍ୟକ
- ନୂଆଦିଲ୍ଲୀ:ପୁଣି ଜାମ୍ମୁରେ ୨ଟି ଡ୍ରୋନ ଉଡ଼ିବାର ଦୃଶ୍ୟ ସାମ୍ନାକୁ ଆସିଲା। ଆଜି ଭୋର ସମୟରେ କାଲୁଚକ ଓ କୁଞ୍ଜଓ୍ବାନୀ ଅଞ୍ଚଳରେ ଦୃଶ୍ୟମାନ
- ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୩୭୧ କରୋନା ସଂକ୍ରମିତ ଚିହ୍ନଟ; ଆଉ ୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us