Advertisment

ବ୍ରେକିଂ ନ୍ୟୁଜ: ୨୯ ଜୁନ, ୨୦୨୧

ଦେଶରେ ମୋଟ ୫୧ଟି ଡେଲଟା ପ୍ଲସ୍‌ ଭାରିଏଣ୍ଟ ମାମଲା ଚିହ୍ନଟ ଓଡ଼ିଶା ସହ ୧୨ଟି ରାଜ୍ୟରୁ ୫୧ କେସ୍ ମିଳିଛି ଚିହ୍ନଟ ବ୍ୟକ୍ତିଙ୍କୁ ଆଇସୋଲେଟ କରାଯାଇଛି, ରିସର୍ଚ୍ଚ ଚାଲିଛି । ଡେଲଟା ପ୍ଲସ ଅଧିକ ସଂକ୍ରାମକ ହେବା ନେଇ ଏଯାଏଁ କିଛି…

ଅଦ୍ୟତନ ହୋଇଛି
Advertisment
  • ଦେଶରେ ମୋଟ ୫୧ଟି ଡେଲଟା ପ୍ଲସ୍‌ ଭାରିଏଣ୍ଟ ମାମଲା ଚିହ୍ନଟ
  • ଓଡ଼ିଶା ସହ ୧୨ଟି ରାଜ୍ୟରୁ ୫୧ କେସ୍ ମିଳିଛି
  • ଚିହ୍ନଟ ବ୍ୟକ୍ତିଙ୍କୁ ଆଇସୋଲେଟ କରାଯାଇଛି, ରିସର୍ଚ୍ଚ ଚାଲିଛି । ଡେଲଟା ପ୍ଲସ ଅଧିକ ସଂକ୍ରାମକ ହେବା ନେଇ ଏଯାଏଁ କିଛି ପ୍ରମାଣ ମିଳିନି: ଡାକ୍ତର ଭିକେ ପଲ୍
  • ଖୁବଶ୍ରୀଘ୍ର ଭାରତ ଆସିବ ଆମେରିକାର ମଡର୍ଣ୍ଣା ଟିକା
  • ଔଷଧ ନିର୍ମାତା କଂପାନି ସିପଲା ପକ୍ଷରୁ ହୋଇଥିବା ଆମଦାନୀ ଆବେଦନକୁ ମଞ୍ଜୁରୀ ଦେଇଛନ୍ତି DCGI 
  • ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମଡର୍ଣ୍ଣା ଟିକାକୁ ପୂର୍ବରୁ ଅନୁମତି ଦେଇଛି WHO 
  • ମଡର୍ଣ୍ଣା ଟିକା ୯୪.୧ ପ୍ରତିଶତ ଫଳପ୍ରଦ ହେଉଥିବା WHO ପକ୍ଷରୁ ଆକଳନ କରାଯାଇଛି
  • ରେଢ଼ାଖୋଲ: ଚୁଡ଼ାପୁରୁଗ ଗାଁରେ ସୁରୁବାଲି ନାଳକୁ ଗାଧୋଇବାକୁ ଯାଇ ୨ କଅଁଳ ଭାଇ ମୃତ
  • ୱାନ ନେସନ, ୱାନ ରାସନ କାର୍ଡ ଜୁଲାଇ ୩୧ ସୁଦ୍ଧା ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ଭୁବନେଶ୍ୱର: ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍‌ଲାଇନ ମାଟ୍ରିକ ପରୀକ୍ଷା ବ୍ୟବସ୍ଥା: ଜୁଲାଇ ୫ରୁ ଅଫଲାଇନ ପରୀକ୍ଷା ନେଇ ଫର୍ମ ଫିଲ୍ଅପ୍। 
  • ଭୁବନେଶ୍ୱର: କୋଭିଡରେ ମୃତ ସାମ୍ବାଦିକ କରୁଣାକର ସାହୁଙ୍କ ପରିବାରକୁ ୧୫ ଲକ୍ଷର ଅନୁକମ୍ପା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ 
  • ମାଟ୍ରିକ ରେଜଲ୍ଟ ନେଇ ବାହାନଗା ନୋଡାଲ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ। ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବି ଛାତ୍ରଛାତ୍ରୀଙ୍କ ପ୍ରତିବାଦ 
  • ଭୁବନେଶ୍ୱର: ୨୪ ଘଣ୍ଟାରେ ଓଡ଼ିଶାରେ ୨,୬୪୦ କରୋନା ସଂକ୍ରମିତ ଚିହ୍ନଟ, ୪୦ ମୃତ
  • ଟିଟିଲାଗଡ଼: ସଇଁତଳା ଥାନା କଅଁସର ଗାଁରୁ କଲରା ପତରିଆ ବାଘ ଛାଲ ଜବତ 
  • ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତ ଆସିପାରେ କରୋନା ଟିକା ମଡର୍ଣ୍ଣା
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ