Advertisment

ପ୍ରେମିକାର ଓଢ଼ଣୀରେ ପ୍ରେମିକର ଆତ୍ମହତ୍ୟା!

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ବାଟିକାରେ ଘଟିଛି ଏକ ଅଭାବନୀୟ ଘଟଣା। ଯାହାକୁ ନେଇ ରାଜଧାନୀରେ ଖୁବ୍ ଚର୍ଚ୍ଚା। ପ୍ରେମିକାର ଓଢ଼ଣୀରେ ପ୍ରେମିକ କରିଛି ଆତ୍ମହତ୍ୟା। ଜୟଦେବ ବାଟିକାରେ ଥିବା ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ,ମୃତକଙ୍କ ଘର ବାଲେଶ୍ୱର ଓ ସେ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ପ୍ରେମିକା ଜଣଙ୍କ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣାପଡିଛି। ପୋଲିସ ସଂପୃକ୍ତ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରୁଛି। […]

ପ୍ରେମିକାର ଓଢ଼ଣୀରେ ପ୍ରେମିକର ଆତ୍ମହତ୍ୟା!

death in jayadev batika

Advertisment

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ବାଟିକାରେ ଘଟିଛି ଏକ ଅଭାବନୀୟ ଘଟଣା। ଯାହାକୁ ନେଇ ରାଜଧାନୀରେ ଖୁବ୍ ଚର୍ଚ୍ଚା। ପ୍ରେମିକାର ଓଢ଼ଣୀରେ ପ୍ରେମିକ କରିଛି ଆତ୍ମହତ୍ୟା। ଜୟଦେବ ବାଟିକାରେ ଥିବା ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ ,ମୃତକଙ୍କ ଘର ବାଲେଶ୍ୱର ଓ ସେ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ପ୍ରେମିକା ଜଣଙ୍କ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣାପଡିଛି। ପୋଲିସ ସଂପୃକ୍ତ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଘଟଣା ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ।

Khandagiri Latest Bhubaneswar News Jayadev Vatika
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ