Advertisment

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ମୟୂରଭଞ୍ଜ : ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧିନ ପିଠାବଟା ରେଞ୍ଜ୍ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ମୃତକ ହେଲେ ଆହାରି ଗାଁର ବୃଦ୍ଧା ନିର୍ମଳା ମହାନ୍ତ। ସୂଚନା ଅନୁଯାୟୀ, ନିର୍ମଳା କାଠ ଆଣିବା ପାଇଁ ଗତକାଲି ଜଙ୍ଗଲକୁ ଯାଇଥିଲେ, ହେଲେ ସେ ଆଉ ଜଙ୍ଗଲରୁ ନଫେରିବାରୁ ପରିବାର ଲୋକଙ୍କ ସହ ଗ୍ରାମବାସୀ ଖୋଜାଖୋଜି କରିଥିଲେ। ହେଲେ ଆଜି ସକାଳୁ ଜଙ୍ଗଲରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ପାରିପାର୍ଶିକ […]

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

elephent-3

Advertisment

ମୟୂରଭଞ୍ଜ : ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧିନ ପିଠାବଟା ରେଞ୍ଜ୍ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ମୃତକ ହେଲେ ଆହାରି ଗାଁର ବୃଦ୍ଧା ନିର୍ମଳା ମହାନ୍ତ।

Advertisment

ସୂଚନା ଅନୁଯାୟୀ, ନିର୍ମଳା କାଠ ଆଣିବା ପାଇଁ ଗତକାଲି ଜଙ୍ଗଲକୁ ଯାଇଥିଲେ, ହେଲେ ସେ ଆଉ ଜଙ୍ଗଲରୁ ନଫେରିବାରୁ ପରିବାର ଲୋକଙ୍କ ସହ ଗ୍ରାମବାସୀ ଖୋଜାଖୋଜି କରିଥିଲେ। ହେଲେ ଆଜି ସକାଳୁ ଜଙ୍ଗଲରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ପାରିପାର୍ଶିକ ସ୍ଥିତିରୁ ତାଙ୍କୁ ହାତି ଦଳିଦେଇଥିବା ଅନୁମାନ କରାଯାଉଛି।

Mayurbhanj Elephant Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ