Advertisment

ଏପ୍ରିଲ୍‌ ପହିଲାରୁ ନନ୍ଦନକାନନ ପ୍ରବେଶ ଶୁଳ୍କ ବୃଦ୍ଧି

ଭୁବନେଶ୍ୱର : ନନ୍ଦନକାନନ ବୁଲି ଯିବାକୁ ବାହାରିଛନ୍ତି କି ? ଟିକେ ଅଧିକ ଖର୍ଚ୍ଚ ପାଇଁ ପସ୍ତୁତ ହୋଇଯା’ନ୍ତୁ। କାରଣ ଶନିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷ ଏହାର ପ୍ରବେଶ ଶୁଳ୍କ ୧୦ ଟଙ୍କା ବଢାଇ ଦେଇଛନ୍ତି। ଅର୍ଥାତ୍ ପୂର୍ବରୁ ଥିବା ପ୍ରବେଶ ଶୁଳ୍କ ୪୦ ଟଙ୍କା ରୁ ୫୦ ଟଙ୍କାକୁ ବୃଦ୍ଧି ହୋଇଛି। ସୂଚନା ଅନୁସାରେ, ଏହି ନୂତନ ବର୍ଦ୍ଧିତ ପ୍ରବେଶ ଶୁଳ୍କ ଆସନ୍ତା ଅପ୍ରେଲ ପହିଲାରୁ ଲାଗୁହେବ ବୋଲି ଜଣାପଡ଼ିଛି । କିନ୍ତୁ ୧୯ […]

ଏପ୍ରିଲ୍‌ ପହିଲାରୁ ନନ୍ଦନକାନନ ପ୍ରବେଶ ଶୁଳ୍କ ବୃଦ୍ଧି 

nandankanan

Advertisment

ଭୁବନେଶ୍ୱର : ନନ୍ଦନକାନନ ବୁଲି ଯିବାକୁ ବାହାରିଛନ୍ତି କି ? ଟିକେ ଅଧିକ ଖର୍ଚ୍ଚ ପାଇଁ ପସ୍ତୁତ ହୋଇଯା'ନ୍ତୁ। କାରଣ ଶନିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷ ଏହାର ପ୍ରବେଶ ଶୁଳ୍କ ୧୦ ଟଙ୍କା ବଢାଇ ଦେଇଛନ୍ତି। ଅର୍ଥାତ୍ ପୂର୍ବରୁ ଥିବା ପ୍ରବେଶ ଶୁଳ୍କ ୪୦ ଟଙ୍କା ରୁ ୫୦ ଟଙ୍କାକୁ ବୃଦ୍ଧି ହୋଇଛି।

Advertisment

ସୂଚନା ଅନୁସାରେ, ଏହି ନୂତନ ବର୍ଦ୍ଧିତ ପ୍ରବେଶ ଶୁଳ୍କ ଆସନ୍ତା ଅପ୍ରେଲ ପହିଲାରୁ ଲାଗୁହେବ ବୋଲି ଜଣାପଡ଼ିଛି । କିନ୍ତୁ ୧୯ ବର୍ଷ ତଳର ଶିଶୁ ମାନଙ୍କ ପାଇଁ ମୁଣ୍ଡପିଛା ପୂର୍ବଭଳି ୧୦ ଟଙ୍କା ରହିଛି । ସେଥିରେ କୌଣସି ବୃଦ୍ଧି କରାଯାଇନାହିଁ ।

Odisha Nandankanan Zoo Latest Bhubaneswar News Entry Fee Hike Nandankanan Entry Tickets
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ