Advertisment

ଗାୟିକା ସୋନା ମହାପାତ୍ରଙ୍କୁ ଧମକ

ମୁମ୍ବାଇ/ଭୁବନେଶ୍ୱର: ବଲିଉଡ଼ ଗାୟିକା ସୋନା ମହାପାତ୍ରଙ୍କୁ ଧମକ। ତାଙ୍କୁ ଧମକପୂର୍ଣ୍ଣ ଇ-ମେଲ ଦିଆଯାଇଥିବା ନେଇ ଟ୍ୱିଟ୍‌ କରିଛନ୍ତି ବଲିଉଡ଼୍‌ରେ ପ୍ରତିଷ୍ଠିତ ଏହି ଓଡ଼ିଆ ଗାୟିକା। ମଦରିୟା ସୁଫି ଫାଉଣ୍ଡେସନ୍ ନାମକ ଏକ ସଂସ୍ଥା ପକ୍ଷରୁ ତାଙ୍କୁ ଧମକ ଦିଆଯାଇଥିବା ନେଇ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ସୋନା।  ଏହି ସଂଗଠନ ସୋନାଙ୍କ ମ୍ୟୁଜିକ୍ ଭିଡିଓ ‘ତୋରି ସୁରତ’ କୁ ନେଇ ଆପତ୍ତି ଉଠାଇବା ସହ ଏହାକୁ ହଟାଇବା ଲାଗି କହିଛନ୍ତି। Dear @MumbaiPolice I have received a […]

ଗାୟିକା ସୋନା ମହାପାତ୍ରଙ୍କୁ ଧମକ

sona mohapatra

Advertisment

ମୁମ୍ବାଇ/ଭୁବନେଶ୍ୱର: ବଲିଉଡ଼ ଗାୟିକା ସୋନା ମହାପାତ୍ରଙ୍କୁ ଧମକ। ତାଙ୍କୁ ଧମକପୂର୍ଣ୍ଣ ଇ-ମେଲ ଦିଆଯାଇଥିବା ନେଇ ଟ୍ୱିଟ୍‌ କରିଛନ୍ତି ବଲିଉଡ଼୍‌ରେ ପ୍ରତିଷ୍ଠିତ ଏହି ଓଡ଼ିଆ ଗାୟିକା।

Advertisment

ମଦରିୟା ସୁଫି ଫାଉଣ୍ଡେସନ୍ ନାମକ ଏକ ସଂସ୍ଥା ପକ୍ଷରୁ ତାଙ୍କୁ ଧମକ ଦିଆଯାଇଥିବା ନେଇ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ସୋନା।  ଏହି ସଂଗଠନ ସୋନାଙ୍କ ମ୍ୟୁଜିକ୍ ଭିଡିଓ ‘ତୋରି ସୁରତ’ କୁ ନେଇ ଆପତ୍ତି ଉଠାଇବା ସହ ଏହାକୁ ହଟାଇବା ଲାଗି କହିଛନ୍ତି।

Advertisment

Advertisment

ଏହି ଭିଡିଓରେ ଅଶ୍ଲୀଳତା ରହିଛି ବୋଲି ଫାଉଣ୍ଡେସନ୍ ଦାବି କରିଛି। ଏପରିକି ମଦରିୟା ଫାଉଣ୍ଡେସନ୍ ସୋନାଙ୍କ ୫ ବର୍ଷ ଏକ ପୁରୁଣା ଭିଡିଓକୁ ନେଇ ମଧ୍ୟ ଆପତ୍ତି ଉଠାଇଥିବା ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି  ସୋନା ମହାପାତ୍ର। ଏ ନେଇ ପଦକ୍ଷେପ ନେବାକୁ ମୁମ୍ବାଇ ପୋଲିସ ଉଦ୍ଦେଶ୍ୟରେ ଟ୍ୱିଟ୍‌ କରିଛନ୍ତି ସୋନା।

Sona Mohapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ