Advertisment

ବିଜୟ ପାଲ୍ ଗୁଳିକାଣ୍ଡ ଘଟଣା: ଭଏସ୍ ଟେଷ୍ଟ ପାଇଁ ମନା କଲେ ସୁଶାନ୍ତ ଧଳସାମନ୍ତ, ରଂଜିତା ବିଶ୍ୱାଳ

କଟକ: କଟକ ସୁଭଦ୍ରାପୁର ବିଜୟ ପାଲ ଉପରେ ଗୁଳିମାଡ଼ ଘଟଣାରେ ଅପରାଧୀ ସୁଶାନ୍ତ ଧଳସାମନ୍ତ ଓ ନିଲମ୍ବିତ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳ ଭଏସ୍ ଟେଷ୍ଟ ପାଇଁ ମନା କରିଛନ୍ତି। ଭଏସ୍ ଟେଷ୍ଟ ପାଇଁ ଅନୁମତି ଦେଇଥିଲେ କଟକ ଜେଏମଏଫସି (ରୁରାଲ) କୋର୍ଟ। ସୁଶାନ୍ତ ଓ ରଞ୍ଜିତାଙ୍କ ମଧ୍ୟରେ ଜେଲ ଭିତରର ବାର୍ତ୍ତାଳାପ ଏବଂ ଜେରା ବେଳେ ହୋଇଥିବା ଭଏସକୁ ମ୍ୟାଚ କରାଯିବା ନେଇ କଟକ ସଦର ଥାନା ପୋଲିସ  କୋର୍ଟରେ ମଧ୍ୟ ଆବେଦନ କରିଥିଲା। ଗତକାଲି […]

ବିଜୟ ପାଲ୍ ଗୁଳିକାଣ୍ଡ ଘଟଣା: ଭଏସ୍ ଟେଷ୍ଟ ପାଇଁ ମନା କଲେ ସୁଶାନ୍ତ ଧଳସାମନ୍ତ, ରଂଜିତା ବିଶ୍ୱାଳ

d-brothers

Advertisment

କଟକ: କଟକ ସୁଭଦ୍ରାପୁର ବିଜୟ ପାଲ ଉପରେ ଗୁଳିମାଡ଼ ଘଟଣାରେ ଅପରାଧୀ ସୁଶାନ୍ତ ଧଳସାମନ୍ତ ଓ ନିଲମ୍ବିତ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳ ଭଏସ୍ ଟେଷ୍ଟ ପାଇଁ ମନା କରିଛନ୍ତି।

Advertisment

ଭଏସ୍ ଟେଷ୍ଟ ପାଇଁ ଅନୁମତି ଦେଇଥିଲେ କଟକ ଜେଏମଏଫସି (ରୁରାଲ) କୋର୍ଟ। ସୁଶାନ୍ତ ଓ ରଞ୍ଜିତାଙ୍କ ମଧ୍ୟରେ ଜେଲ ଭିତରର ବାର୍ତ୍ତାଳାପ ଏବଂ ଜେରା ବେଳେ ହୋଇଥିବା ଭଏସକୁ ମ୍ୟାଚ କରାଯିବା ନେଇ କଟକ ସଦର ଥାନା ପୋଲିସ  କୋର୍ଟରେ ମଧ୍ୟ ଆବେଦନ କରିଥିଲା।

ଗତକାଲି ଉଭୟଙ୍କର ତିନିଦିନିଆ ରିମାଣ୍ଡ ଅବଧି ସରିଛି। ପ୍ରଥମ ଦୁଇଦିନ ମାରାଥନ ଜେରା ପରେ ଶେଷ ଦିନ ମୁହାଁମୁହିଁ ବସାଇ ଜେରା କରିଥିଲା ପୋଲିସ। ଜେରା ବେଳେ ପୋଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ଜଣାପଡିଛି।

Advertisment
Odisha D-brothers Ranjita Biswal Sushant Dhala Samant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ