sand art
Advertisment
ପୁରୀ: ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା। ରାଜ୍ୟରେ କୁନିକୁନି ଝିଅମାନଙ୍କ ଉପରେ ଘଟୁଥିବା ପାଶବିକ ଅତ୍ୟାଚାର ରୋକିବା ଲାଗି ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଏହି ପ୍ରୟାସ କରିଛନ୍ତି।
Advertisment
କୁନି କୁନି ଝିଅ ଆମ ଝିଅ ଓ ଆମ ଭଉଣୀ- ଏମାନଙ୍କ ସୁରକ୍ଷା ଆମର ଦାୟିତ୍ୱ। ସମସ୍ତେ ଏକାଠି ହୋଇ ଏଭଳି ଅମାନୁଷିକ କାର୍ଯ୍ୟ କରୁଥିବା ରାକ୍ଷସମାନଙ୍କୁ ଦଣ୍ଡ ଦେବା ସହ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sand-art-11_1626503451.jpg)