Advertisment

ପୁଣି ବାରିପଦାରେ ଜିଲ୍ଲାପାଳଙ୍କୁ ଭେଟିବାକୁ ସ୍କୁଲ ପାଚେରୀ ଡେଇଁଲେ ଶତାଧିକ ଛାତ୍ରଛାତ୍ରୀ : ସ୍କୁଲ ସମସ୍ୟା ଜଣାଇବାକୁ ଚାଲିଲେ ମାଇଲ ମାଇଲ ବାଟ

ବାରିପଦା : ଜିଲ୍ଲାପାଳଙ୍କୁ ଭେଟିବାକୁ ମୟୂରଭଞ୍ଜ ଜିଲ୍ଲାରେ ପୁଣି ସ୍କୁଲ ପାଚେରୀ ଡେଇଁଲେ ଛାତ୍ରଛାତ୍ରୀ। ବାରିପଦାରେ ଜିଲ୍ଲାପାଳଙ୍କୁ ଭେଟି ସ୍କୁଲ ସମସ୍ୟା ଜଣାଇବାକୁ ଶ୍ୟାମାଖୁଣ୍ଟା ବ୍ଲକ୍ SSD ସ୍କୁଲର ପ୍ରାୟ ୧୦୦ଜଣ ଛାତ୍ରଛାତ୍ରୀ ୧୫ କିଲୋମିଟର ବାଟ ଚାଲିଚାଲି ଆସିଛନ୍ତି। ପଞ୍ଚମରୁ ଦଶମ ଶ୍ରେଣୀର ଏହି ଛାତ୍ରଛାତ୍ରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଅବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଧମକ ଦେଉଥିବା ଓ କୌଣସି ଉଚ୍ଚ ଅଧିକାରୀ ଏନେଇ କାର୍ଯ୍ୟାନୁଷ୍ଠାନ ନେଉନଥିବା ସେମାନେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି। […]

ପୁଣି ବାରିପଦାରେ ଜିଲ୍ଲାପାଳଙ୍କୁ ଭେଟିବାକୁ ସ୍କୁଲ ପାଚେରୀ ଡେଇଁଲେ ଶତାଧିକ ଛାତ୍ରଛାତ୍ରୀ : ସ୍କୁଲ ସମସ୍ୟା ଜଣାଇବାକୁ ଚାଲିଲେ ମାଇଲ ମାଇଲ ବାଟ

school studeent

Advertisment

ବାରିପଦା : ଜିଲ୍ଲାପାଳଙ୍କୁ ଭେଟିବାକୁ ମୟୂରଭଞ୍ଜ ଜିଲ୍ଲାରେ ପୁଣି ସ୍କୁଲ ପାଚେରୀ ଡେଇଁଲେ ଛାତ୍ରଛାତ୍ରୀ। ବାରିପଦାରେ ଜିଲ୍ଲାପାଳଙ୍କୁ ଭେଟି ସ୍କୁଲ ସମସ୍ୟା ଜଣାଇବାକୁ ଶ୍ୟାମାଖୁଣ୍ଟା ବ୍ଲକ୍ SSD ସ୍କୁଲର ପ୍ରାୟ ୧୦୦ଜଣ ଛାତ୍ରଛାତ୍ରୀ ୧୫ କିଲୋମିଟର ବାଟ ଚାଲିଚାଲି ଆସିଛନ୍ତି।

Advertisment

ପଞ୍ଚମରୁ ଦଶମ ଶ୍ରେଣୀର ଏହି ଛାତ୍ରଛାତ୍ରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଅବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଧମକ ଦେଉଥିବା ଓ କୌଣସି ଉଚ୍ଚ ଅଧିକାରୀ ଏନେଇ କାର୍ଯ୍ୟାନୁଷ୍ଠାନ ନେଉନଥିବା ସେମାନେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି।

ସେହିପରି କରଞ୍ଜିଆ ବାଳିକା ଉଚ୍ଚ ବିଦ୍ୟାଳୟର ୪ଶହରୁ ଅଧିକ ଛାତ୍ରୀ କରଞ୍ଜିଆ ଉପଜିଲ୍ଲାପାଳଙ୍କୁ ଭେଟିବାକୁ ୧୦ କିଲୋମିଟର ବାଟ ପାଦରେ ଚାଲିଚାଲି ପଳାଇ ଆସିଛନ୍ତି।  ସେମାନେ ସ୍କୁଲ ଅବ୍ୟବସ୍ଥା ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି।

Advertisment
Mayurbhanj Shyamakhunta Students Walk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ