Advertisment

ବର୍ଦ୍ଧିତ ସମୟ ସୀମା ଭିତରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସରିଲା ଦୁଇମାସର ଡେଡ଼୍‌ ଲାଇନ। ତଥାପି  ରାଜଧାନୀର ବିଭିନ୍ନ ମଲ୍‌ ଓ ହୋଟେଲ ମାଲିକ  ଗାଇଡ ଲାଇନ ଅନୁଯାୟୀ  ଅଗ୍ନି ନର୍ବାପକ ବ୍ୟବସ୍ଥା  ପୁରଣ କରିବାରେ  ବିଫଳ ହୋଇଛନ୍ତି। କିଛି ମଲ୍‌ ଓ ହୋଟେଲ ମାଲିକ କେତେଗୁଡିଏ ସର୍ତ୍ତ ପୁରଣ କରିଥିବାବେଳେ ଆଉ କିଛି  ଟେକ୍‌ନିକାଲ ବିଫଳତା ଦର୍ଶାଇ ଅଧିକ ସମୟ ଦେବାକୁ ଅଗ୍ନିଶମ ବିଭାଗକୁ  ଜଣାଇଛନ୍ତି। ସେପଟେ ବର୍ଦ୍ଧିତ ସମୟ ସୀମା ଭିତରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ […]

ବର୍ଦ୍ଧିତ ସମୟ ସୀମା ଭିତରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

fire safety

Advertisment

ଭୁବନେଶ୍ୱର: ସରିଲା ଦୁଇମାସର ଡେଡ଼୍‌ ଲାଇନ। ତଥାପି  ରାଜଧାନୀର ବିଭିନ୍ନ ମଲ୍‌ ଓ ହୋଟେଲ ମାଲିକ  ଗାଇଡ ଲାଇନ ଅନୁଯାୟୀ  ଅଗ୍ନି ନର୍ବାପକ ବ୍ୟବସ୍ଥା  ପୁରଣ କରିବାରେ  ବିଫଳ ହୋଇଛନ୍ତି।

Advertisment

କିଛି ମଲ୍‌ ଓ ହୋଟେଲ ମାଲିକ କେତେଗୁଡିଏ ସର୍ତ୍ତ ପୁରଣ କରିଥିବାବେଳେ ଆଉ କିଛି  ଟେକ୍‌ନିକାଲ ବିଫଳତା ଦର୍ଶାଇ ଅଧିକ ସମୟ ଦେବାକୁ ଅଗ୍ନିଶମ ବିଭାଗକୁ  ଜଣାଇଛନ୍ତି।

ସେପଟେ ବର୍ଦ୍ଧିତ ସମୟ ସୀମା ଭିତରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  ଅଗ୍ନିଶମ ଡିଜି ବି.କେ ଶର୍ମା ସୂଚନା ଦେଇଛନ୍ତି।

Advertisment

ଫାୟାର ସେଫ୍‌ଟି ଓ ଫାୟାର ପ୍ରିଭେନସନ ନେଇ ରାଜଧାନୀର ବିଭିନ୍ନ ମଲ ଏବଂ ହୋଟେଲରେ ଅଗ୍ନଶମ ବିଭାଗ ତରଫରୁ ଚଢାଉ କରାଯାଇଥିଲା। ତେବେ ଅଧିକଂଶ ମଲ୍‌ ଏବଂ ହୋଟେଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା ସାମନାକୁ ଆସିଥିଲା। ଏହାକୁ ଆଖି ଆଗରେ ରଖି ଦୁଇ ମାସ ଭିତରେ ପଦକ୍ଷେପ ନେବାକୁ ସଂପୃକ୍ତ ମାଲିକଙ୍କୁ ନୋଟିସ ଜାରି କରାଯାଇଥିଲା

Fire Safety In Mall Fire Safety In Hotel Fire Safety In Bhubaneswar Hotel Mall Fire Safety Deadline Fire Safety
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ