Advertisment

ଆଜି ରାଜ୍ୟ ବଜେଟ୍

ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରରେ ଆସିବ ରାଜ୍ୟ ବଜେଟ୍।  ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍ ଉପସ୍ଥାପନ କରିବେ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଭୋଟରଙ୍କୁ ଆକୃଷ୍ଟ କଲାଭଳି ଅନେକ ବ୍ୟବସ୍ଥା ରହିବା ନେଇ ଆଶା କରାଯାଉଛି। ଫୋକସରେ ରହିପାରେ କୃଷି ଓ କୃଷକ।  ଏଥିସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ପାନୀୟଜଳ, ଭିତ୍ତିଭୂମି, ଗ୍ରାମୀଣ ବିକାଶ ଉପରେ ବଜେଟରେ ଅଧିକ ଗୁରୁତ୍ୱ ଦିଆଯିବା ସମ୍ଭାବନା ରହିଛି।  ଗରିବ, […]

ଆଜି ରାଜ୍ୟ ବଜେଟ୍

odisha assembly

Advertisment

ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରରେ ଆସିବ ରାଜ୍ୟ ବଜେଟ୍।  ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍ ଉପସ୍ଥାପନ କରିବେ।

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଭୋଟରଙ୍କୁ ଆକୃଷ୍ଟ କଲାଭଳି ଅନେକ ବ୍ୟବସ୍ଥା ରହିବା ନେଇ ଆଶା କରାଯାଉଛି।

ଫୋକସରେ ରହିପାରେ କୃଷି ଓ କୃଷକ।  ଏଥିସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ପାନୀୟଜଳ, ଭିତ୍ତିଭୂମି, ଗ୍ରାମୀଣ ବିକାଶ ଉପରେ ବଜେଟରେ ଅଧିକ ଗୁରୁତ୍ୱ ଦିଆଯିବା ସମ୍ଭାବନା ରହିଛି।  ଗରିବ, ମଧ୍ୟବିତ୍ତ, ଛାତ୍ର, ଯୁବକ ଓ ମହିଳା ଭଳି ସବୁ ବର୍ଗଙ୍କ ସୁବିଧା ପାଇଁ ବଜେଟରେ ବ୍ୟବସ୍ଥା ରହିପାରେ।

Advertisment

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୨୦ହଜାର କୋଟିର ବ୍ୟୟବରାଦ ରହିବ ବୋଲି ସୂଚନା ମିଳିଛି।  ରାଜ୍ୟ ସରକାର ଆମ ଗାଁ ଆମ ବିକାଶ ଭଳି କରିଥିବା ଅନେକ ଯୋଜନା ପାଇଁ ମଧ୍ୟ ବଜେଟରେ ଅର୍ଥ ବ୍ୟବସ୍ଥା ରହିବ।  ସେପଟେ ରାଜ୍ୟ  ଅର୍ଥ ମନ୍ତ୍ରୀ କହିଛନ୍ତି ବଜେଟ୍ ଲୋକଭିମୁଖୀ ହେବ।

Odisha Odisha Budget Odisha State Assembly Finance Minister Sashi Bhusan Behera Odisha Budget 2018-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ