Advertisment

ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଚଳଚଞ୍ଚଳ ଭଦ୍ରକ

ଭଦ୍ରକ: ୧୪୪ ଧାରା ଜାରି ସତ୍ତ୍ୱେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଚଳଚଞ୍ଚଳ ଭଦ୍ରକ ସହର। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରୁଟକୁ  ନେଇ ଲାଗିଥିବା କଟକଣା ହଟିବା ପରେ ଗତକାଲି ପୂର୍ବ ନିର୍ଦ୍ଧାରିତ ବାଟ ଦେଇ କଳସ ଶୋଭାଯାତ୍ରା ହୋଇଥିଲା। ୨ ହଜାରରୁ ଅଧିକ ମହିଳା ହନୁମାନ ଘାଟରୁ କଳସ ବୁଡ଼େଇ ଗାନ୍ଧିପଡ଼ିଆ ମହାଯଜ୍ଞସ୍ଥଳୀକୁ ଫେରିଥିଲେ। ଘଟ ସ୍ଥାପନ ପରେ ଗାନ୍ଧିପଡ଼ିଆରେ ଆରମ୍ଭ ହୋଇଥିବା ମହାଯଜ୍ଞ ଆସନ୍ତାକାଲି ଅର୍ଥାତ୍ ରାମ ନବମୀରେ ଶେଷ ହେବ। ପୂର୍ଣ୍ଣାହୂତି ସହ […]

ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଚଳଚଞ୍ଚଳ ଭଦ୍ରକ

Bhadrak

Advertisment

ଭଦ୍ରକ: ୧୪୪ ଧାରା ଜାରି ସତ୍ତ୍ୱେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଚଳଚଞ୍ଚଳ ଭଦ୍ରକ ସହର। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରୁଟକୁ  ନେଇ ଲାଗିଥିବା କଟକଣା ହଟିବା ପରେ ଗତକାଲି ପୂର୍ବ ନିର୍ଦ୍ଧାରିତ ବାଟ ଦେଇ କଳସ ଶୋଭାଯାତ୍ରା ହୋଇଥିଲା।

Advertisment

୨ ହଜାରରୁ ଅଧିକ ମହିଳା ହନୁମାନ ଘାଟରୁ କଳସ ବୁଡ଼େଇ ଗାନ୍ଧିପଡ଼ିଆ ମହାଯଜ୍ଞସ୍ଥଳୀକୁ ଫେରିଥିଲେ। ଘଟ ସ୍ଥାପନ ପରେ ଗାନ୍ଧିପଡ଼ିଆରେ ଆରମ୍ଭ ହୋଇଥିବା ମହାଯଜ୍ଞ ଆସନ୍ତାକାଲି ଅର୍ଥାତ୍ ରାମ ନବମୀରେ ଶେଷ ହେବ।

ପୂର୍ଣ୍ଣାହୂତି ସହ ରାମ ନବମୀରେ ବିଶାଳ ନଗର ସଂକୀର୍ତ୍ତନ ଶୋଭାଯାତ୍ରାର କାର୍ଯ୍ୟକ୍ରମ ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସହରରେ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସେପଟେ କ୍ରାଇମବ୍ରାଞ୍ଚ ସାଇବର ସେଲର ଏକ ଟିମ୍ ମଧ୍ୟ ସୋସିଆଲ ମିଡିଆ ଉପରେ ତୀକ୍ଷ୍ଣ ନଜର ରଖିଛି।

Advertisment
Bhadrak Ram Navami Bhadrak Ram Navami Celebrations Sri Ram Navami Sri Ram Navami Bhadrak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ