Advertisment

ଶାଢ଼ୀ ପାଇଁ କ୍ୟାମ୍ପେନ

ଭୁବନେଶ୍ୱର : ଶାଢ଼ିର ଚାହିଦା ବୃଦ୍ଧି ଏବଂ ବୁଣାକାରଙ୍କୁ ପ୍ରୋତ୍ସାହନ ଦେବା ପାଇଁ ପ୍ରୟାସ। ସୋସିଆଲ ମିଡିଆ ଜରିଆରେ ଶାଢ଼ିର ପ୍ରଚାର କରିବା ଓ ମହିଳାମାନେ ଯେମିତି ଅଧିକରୁ ଅଧିକ ଶାଢ଼ୀ ପିନ୍ଧିବା ଲାଗି ପସନ୍ଦ କରିବେ, ସେଥିପାଇଁ ଆରମ୍ଭ ହୋଇଛି କ୍ୟାମ୍ପେନ୍। six yards and 365 daysର ଓଡ଼ିଶା ଚାପ୍ଟର୍‌ର ଶୁଭାରମ୍ଭ କରାଯାଇଛି। ସୁନୀତା ବୁଦ୍ଧିରାଜଙ୍କ ଦ୍ୱାରା ସୋସିଆଲ ମିଡିଆରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି।

ଶାଢ଼ୀ ପାଇଁ କ୍ୟାମ୍ପେନ

campign

Advertisment

ଭୁବନେଶ୍ୱର : ଶାଢ଼ିର ଚାହିଦା ବୃଦ୍ଧି ଏବଂ ବୁଣାକାରଙ୍କୁ ପ୍ରୋତ୍ସାହନ ଦେବା ପାଇଁ ପ୍ରୟାସ। ସୋସିଆଲ ମିଡିଆ ଜରିଆରେ ଶାଢ଼ିର ପ୍ରଚାର କରିବା ଓ ମହିଳାମାନେ ଯେମିତି ଅଧିକରୁ ଅଧିକ ଶାଢ଼ୀ ପିନ୍ଧିବା ଲାଗି ପସନ୍ଦ କରିବେ, ସେଥିପାଇଁ ଆରମ୍ଭ ହୋଇଛି କ୍ୟାମ୍ପେନ୍।

Advertisment

six yards and 365 daysର ଓଡ଼ିଶା ଚାପ୍ଟର୍‌ର ଶୁଭାରମ୍ଭ କରାଯାଇଛି। ସୁନୀତା ବୁଦ୍ଧିରାଜଙ୍କ ଦ୍ୱାରା ସୋସିଆଲ ମିଡିଆରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି।

Facebook Campaign Odisha Chapter Promote Handloom Saree Six Yards And 365 Days Support Weavers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ