Advertisment

ଦୁଷ୍କର୍ମ ବ୍ୟାଧି : ବାଦ୍‌ ପଡିଲେନି ଦିବ୍ୟାଙ୍ଗ

ନୟାଗଡ଼/ ବାଲେଶ୍ୱର :  ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ନୟାଗଡ଼ ଜିଲ୍ଲା ଇଟାମାଟିରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ପରିବାର ଲୋକେ ଇଟାମାଟି ଥାନାରେ ଅଭିଯୋଗ କରିଛନ୍ତି। ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଦୁଷ୍କର୍ମର ଶିକାର ହୋଇଥିବା ଦିବ୍ୟାଙ୍ଗ ନାବାଳିକା ଜଣକ ୪ ମାସର ଅନ୍ତଃସତ୍ତ୍ୱା ହୋଇଥିବା ସୂଚନା ମିଳିଛି। କିଛି ଦିନ ତଳେ ଇଟାମାଟି ଅଞ୍ଚଳରେ ସଂପୃକ୍ତ ଦିବ୍ୟାଙ୍ଗ ନାବାଳିକାଙ୍କୁ ତାଙ୍କ ଗାଁର ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ତେବେ […]

ଦୁଷ୍କର୍ମ ବ୍ୟାଧି : ବାଦ୍‌ ପଡିଲେନି ଦିବ୍ୟାଙ୍ଗ

rape minor

Advertisment

ନୟାଗଡ଼/ ବାଲେଶ୍ୱର :  ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ନୟାଗଡ଼ ଜିଲ୍ଲା ଇଟାମାଟିରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ପରିବାର ଲୋକେ ଇଟାମାଟି ଥାନାରେ ଅଭିଯୋଗ କରିଛନ୍ତି। ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

Advertisment

ଦୁଷ୍କର୍ମର ଶିକାର ହୋଇଥିବା ଦିବ୍ୟାଙ୍ଗ ନାବାଳିକା ଜଣକ ୪ ମାସର ଅନ୍ତଃସତ୍ତ୍ୱା ହୋଇଥିବା ସୂଚନା ମିଳିଛି। କିଛି ଦିନ ତଳେ ଇଟାମାଟି ଅଞ୍ଚଳରେ ସଂପୃକ୍ତ ଦିବ୍ୟାଙ୍ଗ ନାବାଳିକାଙ୍କୁ ତାଙ୍କ ଗାଁର ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ତେବେ ଘଟଣାକୁ ଗାଁ ସ୍ତରରେ ସମାଧାନ ପାଇଁ ଉଦ୍ୟମ ହୋଇଥିଲା।

ଏହା ମଧ୍ୟରେ ୪ ମାସ ବିତିଯାଇଥିଲେ ପୀଡ଼ିତାଙ୍କୁ ନ୍ୟାୟ ମିଳିନଥିଲା। ପରେ ଆଜି ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ବ୍ରଜବନ୍ଧୁ ସାହୁକୁ ଗିରଫ କରିଛି। ଅଭିଯୁକ୍ତ ବ୍ରଜବନ୍ଧୁ ପୋଲିସ ଆଗରେ ନିଜ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି।

Advertisment
Nayagarh Balasore Minor Girl Rape Crime Divyang Girl Rape
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ