dig
Advertisment
ଭୁବନେଶ୍ୱର/ ସମ୍ବଲପୁର : ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଜି ଯୋଗଦେଇଛନ୍ତି ସତ୍ୟବ୍ରତ ଭୋଇ। ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟରେ ଯୋଗଦେଇଛନ୍ତି। ଭୁବନେଶ୍ୱର ଡିସିପି ପଦବୀରୁ ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ପଦୋନ୍ନତି ଦିଆଯାଇଥିଲା।
Advertisment
ଆଜି କାର୍ଯ୍ୟରେ ଯୋଗଦେବା ଅବସରରେ ନିଜର ଅନୁଭୁତି ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ। ଏହାସହ ମାଓ ଦମନ ଏବଂ ଆଇନ ଶୃଙ୍ଖଳା ଉପରେ ଫୋକସ୍ ରହିବ ବୋଲି କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dig_1626434151.jpg)