tiger
Advertisment
ଭୁବନେଶ୍ୱର: ଜୁନ୍ରେ ମଧ୍ୟପ୍ରଦେଶରୁ ସାତକୋଶିଆ ଜଙ୍ଗଲକୁ ଆସିବ ବାଘ। ମୋଟ ୬ଟି ମହାବଳ ବାଘ ମଧ୍ୟପ୍ରଦେଶରୁ ଓଡ଼ିଶା ଅଣାଯିବ।
Advertisment
ତେବେ ଜୁନ୍ ପ୍ରଥମ ସପ୍ତାହରେ ଗୋଟିଏ ମହାବଳ ବାଘ ଅଣାଯିବ ଏବଂ ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଆଉ ୫ଟି ମହାବଳ ବାଘ ଅଣାଯିବ ବୋଲି ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହି ସୂଚନା ଦେଇଛନ୍ତି।
ଏଥିସହ ଗ୍ରୀନ ମହାନଦୀ ଯୋଜନାରେ ମହାନଦୀର ଉଭୟ ପାର୍ଶ୍ୱରେ ଗଛ ଲାଗିବ। ୨୦୦ କିଲୋମିଟର ଅଞ୍ଚଳରେ ଗଛ ଲଗାଯିବାକୁ ବିଭାଗ ଯୋଜନା କରୁଥିବା ବିଜୟଶ୍ରୀ କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/tiger-11_1626505366.jpg)