Advertisment

ଟୋଲ୍ ପ୍ଲାଜା ଉଚ୍ଛେଦ ଓ ଟୋଲ୍‌ ଆଦାୟ ବନ୍ଦ ଦାବିରେ ସମ୍ବଲପୁର ବନ୍ଦ

ସମ୍ବଲପୁର: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ ୱେର ପ୍ରଧାନପାଲିଠାରେ ନିର୍ମିତ ଟୋଲ୍ ପ୍ଲାଜା ଉଚ୍ଛେଦ ଓ ଟୋଲ୍‌ ଆଦାୟ ବନ୍ଦ ଦାବିରେ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ପାଳନ କରାଯାଉଛି। ସମ୍ବଲପୁର ହାଇୱେ ୟୁଜର୍ସ ଫୋରମ୍ ଦେଇଛି ଏହି ବନ୍ଦ ଡାକରା। ତେବେ ବନ୍ଦରୁ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ଔଷଧ ଦୋକାନ, ଆମ୍ବୁଲାନ୍ସ ପରି ଜରୁରୀ ସେବାକୁ ବାଦ୍ ଦିଆଯାଇଛି। ବିଭିନ୍ନ ସଂଗଠନ ଓ ସମ୍ବଲପୁରବାସୀ ଏହି  ବନ୍ଦକୁ ସମର୍ଥନ କରୁଛନ୍ତି। ବନ୍ଦ ପାଳନ ପୂର୍ବରୁ ବିଭିନ୍ନ ପର୍ଯ୍ୟାରେ […]

ଟୋଲ୍ ପ୍ଲାଜା ଉଚ୍ଛେଦ ଓ ଟୋଲ୍‌ ଆଦାୟ ବନ୍ଦ ଦାବିରେ ସମ୍ବଲପୁର ବନ୍ଦ

toll collection

Advertisment

ସମ୍ବଲପୁର: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ ୱେର ପ୍ରଧାନପାଲିଠାରେ ନିର୍ମିତ ଟୋଲ୍ ପ୍ଲାଜା ଉଚ୍ଛେଦ ଓ ଟୋଲ୍‌ ଆଦାୟ ବନ୍ଦ ଦାବିରେ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ପାଳନ କରାଯାଉଛି।

Advertisment

ସମ୍ବଲପୁର ହାଇୱେ ୟୁଜର୍ସ ଫୋରମ୍ ଦେଇଛି ଏହି ବନ୍ଦ ଡାକରା। ତେବେ ବନ୍ଦରୁ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ଔଷଧ ଦୋକାନ, ଆମ୍ବୁଲାନ୍ସ ପରି ଜରୁରୀ ସେବାକୁ ବାଦ୍ ଦିଆଯାଇଛି।

ବିଭିନ୍ନ ସଂଗଠନ ଓ ସମ୍ବଲପୁରବାସୀ ଏହି  ବନ୍ଦକୁ ସମର୍ଥନ କରୁଛନ୍ତି। ବନ୍ଦ ପାଳନ ପୂର୍ବରୁ ବିଭିନ୍ନ ପର୍ଯ୍ୟାରେ ଧାରଣା, ପ୍ରତିବାଦ ଶୋଭାଯାତ୍ରା ଓ ସଚେତନତା ବୈଠକ କରାଯାଇଥିଲା।  ୩୧ ତାରିଖ ଭିତରେ ଦାବି ପୂରଣ ନ ଲେଲେ ବନ୍ଦ ପାଳନ କରିବାକୁ ଆଗରୁ ଚେତାବନୀ ମଧ୍ୟ ଦେଇଥିଲା ଫୋରମ୍।

Advertisment

ବରଗଡ଼ ଟୋଲ୍ ଗେଟ୍‌ରେ ଯେପରି ବରଗଡ଼ ପଂଜୀକରଣ ଗାଡ଼ିରୁ ଟୋଲ୍ ନିଆଯାଉନାହିଁ, ସମ୍ବଲପୁରରେ ମଧ୍ୟ ଏପରି ନିୟମ କରିବାକୁ ଦାବି କରିଥିଲା ଫୋରମ୍।

Toll Plaza Protests Over Toll Collection Sambalpur Toll Collection On Biju Express Way Sambalpur Bandh Toll Collection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ