Advertisment

ବିଦେଶ ଯିବେ ସଲମାନ୍

ଯୋଧପୁର : ବିଦେଶ ଗସ୍ତରେ ଯିବା ପାଇଁ ଅଭିନେତା ସଲମାନ ଖାନଙ୍କୁ ଯୋଧପୁର ଜିଲ୍ଲା ଓ ସେସନସ କୋର୍ଟ ଅନୁମତି ଦେଇଛନ୍ତି। ୧୯୯୮ କୃଷ୍ଣସାର ମୃଗ ଶିକାର ଘଟଣାରେ ସଲମାନଙ୍କୁ ଏପ୍ରିଲ ୭ରେ ଜାମିନ ମିଳିଥିଲା। କିନ୍ତୁ ଏଥିପାଇଁ କୋର୍ଟ କିଛି ସର୍ତ୍ତ ରଖିଥିଲେ। ସଲମାନଙ୍କୁ ଦେଶ ଛାଡିବା ଉପରେ କଟକଣା ଜାରି କରିବା ସହ ମେ ୭ରେ ପୁଣି ଥରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ବିଦେଶ ଗସ୍ତ ପାଇଁ ସଲମାନଙ୍କ ପକ୍ଷରୁ […]

ବିଦେଶ ଯିବେ ସଲମାନ୍

salman

Advertisment

ଯୋଧପୁର : ବିଦେଶ ଗସ୍ତରେ ଯିବା ପାଇଁ ଅଭିନେତା ସଲମାନ ଖାନଙ୍କୁ ଯୋଧପୁର ଜିଲ୍ଲା ଓ ସେସନସ କୋର୍ଟ ଅନୁମତି ଦେଇଛନ୍ତି। ୧୯୯୮ କୃଷ୍ଣସାର ମୃଗ ଶିକାର ଘଟଣାରେ ସଲମାନଙ୍କୁ ଏପ୍ରିଲ ୭ରେ ଜାମିନ ମିଳିଥିଲା। କିନ୍ତୁ ଏଥିପାଇଁ କୋର୍ଟ କିଛି ସର୍ତ୍ତ ରଖିଥିଲେ। ସଲମାନଙ୍କୁ ଦେଶ ଛାଡିବା ଉପରେ କଟକଣା ଜାରି କରିବା ସହ ମେ ୭ରେ ପୁଣି ଥରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ବିଦେଶ ଗସ୍ତ ପାଇଁ ସଲମାନଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା।

Advertisment

ସଲମାନ ମେ ୨୫ରୁ ଜୁଲାଇ ୧୦ ପର୍ଯ୍ୟନ୍ତ କାନାଡା, ନେପାଳ ଓ ଆମେରିକା ଗସ୍ତରେ ଯିବେ।

Travel Abroad Court Salman Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ