Advertisment

ଜେଲ୍‌ରୁ ବାହାରିବେ କି ସଲମାନ୍‌? ମଧ୍ୟାହ୍ନ ଭୋଜନ ପରେ ଆସିପାରେ କୋର୍ଟଙ୍କ ନିଷ୍ପତ୍ତି

ଯୋଧପୁର:ବଲିଉଡ଼ ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ଜାମିନ ଶୁଣାଣିର ରାୟ ଉପରେ ସମସ୍ତଙ୍କ ନଜର। କୋର୍ଟଙ୍କ ନିଷ୍ପତ୍ତିକୁ  ଚାହିଁ ରହିଛନ୍ତି ସମସ୍ତେ। ତେବେ ଜଣାପଡ଼ିଛ ଯେ ମଧ୍ୟାହ୍ନ ଭୋଜନ ପରେ ସଲମାନ୍‌ଙ୍କ ଜାମିନ ଆବେଦନ ଉପରେ ରାୟ ଆସିବ। ଯୋଧପୁର ସେସନ୍ସ କୋର୍ଟରେ ଏହି ଜାମିନ୍‌ ଆବେଦନର ଶୁଣାଣି ଶେଷ ହୋଇଛି। କୋର୍ଟଙ୍କ ନିଷ୍ପତ୍ତି ଅପରାହ୍ନରେ ଆସିପାରେ ବୋଲି ଜଣାପଡ଼ଛି। ଗତକାଲି ସଲମାନ୍‌ଙ୍କ ଜାମିନ ଆବେଦନର ଶୁଣାଣି ଥିବାବେଳେ କୋର୍ଟ ଏହାକୁ ଘୁଞ୍ଚାଇ ଦେଇ ଆଜି ଧାର୍ଯ୍ୟ କରିଥିଲେ। […]

ଜେଲ୍‌ରୁ ବାହାରିବେ କି ସଲମାନ୍‌? ମଧ୍ୟାହ୍ନ ଭୋଜନ ପରେ ଆସିପାରେ କୋର୍ଟଙ୍କ ନିଷ୍ପତ୍ତି

salman

Advertisment

ଯୋଧପୁର:ବଲିଉଡ଼ ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ଜାମିନ ଶୁଣାଣିର ରାୟ ଉପରେ ସମସ୍ତଙ୍କ ନଜର। କୋର୍ଟଙ୍କ ନିଷ୍ପତ୍ତିକୁ  ଚାହିଁ ରହିଛନ୍ତି ସମସ୍ତେ। ତେବେ ଜଣାପଡ଼ିଛ ଯେ ମଧ୍ୟାହ୍ନ ଭୋଜନ ପରେ ସଲମାନ୍‌ଙ୍କ ଜାମିନ ଆବେଦନ ଉପରେ ରାୟ ଆସିବ।

Advertisment

ଯୋଧପୁର ସେସନ୍ସ କୋର୍ଟରେ ଏହି ଜାମିନ୍‌ ଆବେଦନର ଶୁଣାଣି ଶେଷ ହୋଇଛି। କୋର୍ଟଙ୍କ ନିଷ୍ପତ୍ତି ଅପରାହ୍ନରେ ଆସିପାରେ ବୋଲି ଜଣାପଡ଼ଛି।

ଗତକାଲି ସଲମାନ୍‌ଙ୍କ ଜାମିନ ଆବେଦନର ଶୁଣାଣି ଥିବାବେଳେ କୋର୍ଟ ଏହାକୁ ଘୁଞ୍ଚାଇ ଦେଇ ଆଜି ଧାର୍ଯ୍ୟ କରିଥିଲେ। ଆଜି କୋର୍ଟରେ ଶୁଣାଣି ବେଳେ ସଲମାନ୍‌ଙ୍କ ଭଉଣୀ ଓ ତାଙ୍କ ବଡ଼ିଗାର୍ଡ଼ ମଧ୍ୟ ଉପସ୍ଥିତ ଥିଲେ। 

Advertisment

ଶୁଣାଣି ଚାଲିଥିବା ବେଳେ କୋର୍ଟ ରୁମ୍‌ରେ ସଲମାନଙ୍କ ଭଉଣୀ ଅଲବୀରା ବେହୋସ୍ ହୋଇଯାଇଥିଲେ। ସଲମାନଙ୍କ ବଡିଗାର୍ଡ ଶେରା ତାଙ୍କୁ କୋର୍ଟ ରୁମ୍ ବାହାରକୁ ଆଣିଥିଲେ।

ଗୁରୁବାର ଦିନ ସଲମାନଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଯିବା ବେଳେ ସଲମାନଙ୍କ ଦୁଇ ଭଉଣୀ କୋର୍ଟ ରୁମ୍‌ରେ ଉପସ୍ଥିତ ଥିଲେ।  କୋର୍ଟଙ୍କ ରାୟ ଆସିବା ପରେ ସେମାନେ କାନ୍ଦି ପକାଇଥିଲେ।

Advertisment

ବହୁଚର୍ଚ୍ଚିତକୃଷ୍ଣସାରମୃଗଶିକାରମାମଲାରେଅଭିନେତାସଲମାନଙ୍କୁଯୋଧପୁରରଏକକୋର୍ଟଦୋଷୀସାବ୍ୟସ୍ତକରିବାସହ୫ବର୍ଷଜେଲ୍ଦଣ୍ଡାଦେଶଶୁଣାଇଥିଲେ

ଦୁଇଦଶନ୍ଧିଧରିଚାଲିଥିବାଏହିମାମଲାରେସଲମାନଏକୁଟିଆଦୋଷୀସାବ୍ୟସ୍ତହୋଇଥିବାବେଳେଅନ୍ୟସବୁଅଭିଯୁକ୍ତସୈଫଅଲୀଖାନ୍, ସୋନାଲିବେନ୍ଦ୍ରେ, ନୀଲମତବୁଦୋଷମୁକ୍ତହୋଇଛନ୍ତି

Salman Khan In Jail Salamn Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ