Advertisment

ଏସ୍‌ସିବିରେ ଜୀବନ ହାରିଲେ ସାଲେପୁର ଦୁଷ୍କର୍ମ ପୀଡ଼ିତା

କଟକ : ସାଲେପୁରରେ ଅଭାବନୀୟ ଘଟଣା। ଜୀବନ ହାରିଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା। ଅଭିଯୋଗ ଅନୁସାରେ, କଟକ ଜିଲ୍ଲା ତୁଣପୁର ଅଞ୍ଚଳର ଏହି ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ କୋଲ୍ଡ ଡ୍ରିଙ୍କସ୍‌ରେ ନିଶା ଦେଇ ଦୁଷ୍କର୍ମ କରିଥିଲେ। ଏଥିସହ ସେହି ସମୟର ଫଟୋ ଉଠାଇ ବ୍ଲାକ୍‌ମେଲ କରୁଥିଲେ ଅଭିଯୁକ୍ତ। ଏଥିରେ ମର୍ମାହତ ହୋଇ ପୀଡ଼ିତା ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କିରଛନ୍ତି। ଆଜି ଘଟଣାର ୬ଦିନ […]

ଏସ୍‌ସିବିରେ ଜୀବନ ହାରିଲେ ସାଲେପୁର ଦୁଷ୍କର୍ମ ପୀଡ଼ିତା

scb

Advertisment

କଟକ : ସାଲେପୁରରେ ଅଭାବନୀୟ ଘଟଣା। ଜୀବନ ହାରିଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା। ଅଭିଯୋଗ ଅନୁସାରେ, କଟକ ଜିଲ୍ଲା ତୁଣପୁର ଅଞ୍ଚଳର ଏହି ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ କୋଲ୍ଡ ଡ୍ରିଙ୍କସ୍‌ରେ ନିଶା ଦେଇ ଦୁଷ୍କର୍ମ କରିଥିଲେ। ଏଥିସହ ସେହି ସମୟର ଫଟୋ ଉଠାଇ ବ୍ଲାକ୍‌ମେଲ କରୁଥିଲେ ଅଭିଯୁକ୍ତ। ଏଥିରେ ମର୍ମାହତ ହୋଇ ପୀଡ଼ିତା ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କିରଛନ୍ତି।

Advertisment

ଆଜି ଘଟଣାର ୬ଦିନ ପରେ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେପଟେ ଦୁଷ୍କର୍ମ  ଅଭିଯୋଗରେ ସଂପୃକ୍ତ ଯୁବକଙ୍କୁ ପୋଲିସ ତାଙ୍କ ଗାଁରୁ ଗିରଫ କରିଛି।

Dies Salepur Rape Victim
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ