Advertisment

ସୋସିଆଲ୍‌ ମିଡ଼ିଆରେ ଏମିତି ଫଟୋ ପୋଷ୍ଟ କଲେ ପ୍ରିୟଙ୍କା

ମୁମ୍ବାଇ: ଗୋଟିଏପଟେ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଗୋପନୀୟ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଅନ୍ୟପଟେ ମଙ୍ଗଳସୂତ୍ର ସହ ପ୍ରିୟଙ୍କାଙ୍କ ଫଟୋକୁ ନେଇ ସମସ୍ତେ ଦ୍ୱନ୍ଦରେ ପଡ଼ିଯାଇଛନ୍ତି। ସତରେ କ’ଣ ପ୍ରିୟଙ୍କା ଲୁଚି କି ବିବାହ କରିଛନ୍ତି ନା ଆଉ କିଛି। ଏମିତି ଅନେକ କଥା ମନ ମଧ୍ୟରେ ଉଙ୍କି ମାରୁଛି। ତେବେ ପଢ଼ନ୍ତୁ ପ୍ରକୃତ ଘଟଣା କ’ଣ… ନିକଟରେ ଅଭିନେତ୍ରୀ ପ୍ରିୟଙ୍କା, ମଙ୍ଗଳସୂତ୍ର ଭଳି ଦେଖାଯାଉଥିବା ଏକ ବ୍ରେସ୍‌ଲେଟ୍‌ ହାତରେ ପିନ୍ଧି ଏହାର ଏକ […]

ସୋସିଆଲ୍‌ ମିଡ଼ିଆରେ ଏମିତି ଫଟୋ ପୋଷ୍ଟ କଲେ ପ୍ରିୟଙ୍କା

priyanka

Advertisment

ମୁମ୍ବାଇ: ଗୋଟିଏପଟେ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଗୋପନୀୟ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଅନ୍ୟପଟେ ମଙ୍ଗଳସୂତ୍ର ସହ ପ୍ରିୟଙ୍କାଙ୍କ ଫଟୋକୁ ନେଇ ସମସ୍ତେ ଦ୍ୱନ୍ଦରେ ପଡ଼ିଯାଇଛନ୍ତି। ସତରେ କ’ଣ ପ୍ରିୟଙ୍କା ଲୁଚି କି ବିବାହ କରିଛନ୍ତି ନା ଆଉ କିଛି। ଏମିତି ଅନେକ କଥା ମନ ମଧ୍ୟରେ ଉଙ୍କି ମାରୁଛି।

Advertisment

ତେବେ ପଢ଼ନ୍ତୁ ପ୍ରକୃତ ଘଟଣା କ’ଣ...

ନିକଟରେ ଅଭିନେତ୍ରୀ ପ୍ରିୟଙ୍କା, ମଙ୍ଗଳସୂତ୍ର ଭଳି ଦେଖାଯାଉଥିବା ଏକ ବ୍ରେସ୍‌ଲେଟ୍‌ ହାତରେ ପିନ୍ଧି ଏହାର ଏକ ଫଟୋକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ତାଙ୍କର ଏହି ଫଟୋ ସମସ୍ତଙ୍କୁ ଦ୍ୱନ୍ଦରେ ପକାଇ ଦେଇଥିଲା। ତେବେ ସେ ବିବାହ କରିନାହାନ୍ତି ବରଂ ଏହା ଏକ ବ୍ରେସ୍‌ଲେଟ୍‌ ବୋଲି କହିଥିଲେ। ଆଉ ଯେବେ ବି ବିବାହ କରିବେ ସେ ଜଣାଇବେ ବୋଲି ମଧ୍ୟ ଟ୍ୱିଟ୍‌ରେ ଉଲ୍ଲେଖ କରିଥିଲେ।

Advertisment

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସବୁବେଳେ ନିଜ ରିଲେସନ୍‌ସିପ୍‌କୁ ନେଇ ଚୁପ୍‌ ରହି ଆସିଛନ୍ତି।

Advertisment

ନିକଟରେ ବିବାହକୁ ନେଇ ପ୍ରିୟଙ୍କା କହିଥିଲେ କି, ସେ ବିବାହ ନିଶ୍ଚିତ କରିବେ। ମାତ୍ର ଏଥିପାଇଁ ଉପଯୁକ୍ତ ବ୍ୟକ୍ତିଙ୍କ ସନ୍ଧାନ କରୁଛନ୍ତି ବୋଲି କହିଥିଲେ।

Priyanka Chopra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ