Advertisment

ପଦ୍ମ ପୁରସ୍କାର ୨୦୧୮ : ଓଡ଼ିଶାରୁ ୩ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର

ଦିଲ୍ଲୀ /ଭୁବନେଶ୍ୱର : ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆଜି ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଓଡ଼ିଶାରୁ ୩ଜଣ ବ୍ୟକ୍ତି(ଶିଶିର ପୁରୁଷୋତ୍ତମ ମିଶ୍ର, ଭବାନୀ ଚରଣ ପଟ୍ଟନାୟକ, ଚନ୍ଦ୍ରଶେଖର ରଥ) ଆଜି ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଚଳତି ବର୍ଷରେ ଆଜି ୨ୟ ପର୍ଯ୍ୟାୟରେ ଏହି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।  ଆଜି ୪୩ଜଣଙ୍କୁ ଏହି ପୁରସ୍କାର ଦିଆଯାଇଛି। ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଚନ୍ଦ୍ରଶେଖର ରଥଙ୍କ ପାଇଁ ତାଙ୍କ […]

ପଦ୍ମ ପୁରସ୍କାର ୨୦୧୮ : ଓଡ଼ିଶାରୁ ୩ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର

padma shree

Advertisment

ଦିଲ୍ଲୀ /ଭୁବନେଶ୍ୱର : ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆଜି ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଓଡ଼ିଶାରୁ ୩ଜଣ ବ୍ୟକ୍ତି(ଶିଶିର ପୁରୁଷୋତ୍ତମ ମିଶ୍ର, ଭବାନୀ ଚରଣ ପଟ୍ଟନାୟକ, ଚନ୍ଦ୍ରଶେଖର ରଥ) ଆଜି ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

Advertisment

ଚଳତି ବର୍ଷରେ ଆଜି ୨ୟ ପର୍ଯ୍ୟାୟରେ ଏହି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।  ଆଜି ୪୩ଜଣଙ୍କୁ ଏହି ପୁରସ୍କାର ଦିଆଯାଇଛି। ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଚନ୍ଦ୍ରଶେଖର ରଥଙ୍କ ପାଇଁ ତାଙ୍କ ପତ୍ନୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି

Padma Shri Odias Received Padma Shri Padma Awards 2018
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ