monsoon
Advertisment
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ। ଗତ ଶନିବାର ସଂଧ୍ୟାରେ ପ୍ରବଳ ପବନ ସହ ବର୍ଷା ଯୋଗୁ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ।
Advertisment
କିଛି ସ୍ଥାନରେ ପଲିଥିନ୍ ଛପର ଉଡ଼ିଯିବା ସହ ଗଛଲତା ଭାଙ୍ଗିଯାଇଛି।ସେହିପରି ଚାନ୍ଦିପୁର ଥାନା ପଦ୍ମପୁର ପଞ୍ଚାୟତର ମଝିକିଆ ଗାଁରେ ଗଛପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଶତ୍ରୁଘ୍ନ ଦାସ।
କାଳବୈଶାଖୀ ଯୋଗୁଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kalabaisakhi_1626499315.jpg)